Browsing Tag

balangir news

ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ୍‌ ସଂସ୍ଥା ଉପରେ ଆୟକର ବିଭାଗର ଚଢ଼ାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆୟକର ଫାଙ୍କି ଅଭିଯୋଗରେ ଏକ ସଂସ୍ଥା ଉପରେ ଆଇଟି ରେଡ୍‌ ଚାଲିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ୍‌ ସଂସ୍ଥା ଉପରେ ଚଢ଼ାଉ ହୋଇଛି । ତେବେ ଖୋର୍ଦ୍ଧା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗିର ଓ ରାୟଗଡ଼ାରେ ତଥା ,କୋଲକାତା ଓ
Read More...

ଦୁର୍ଘଟଣା ପରେ ନିଜ ଛୁଆଙ୍କୁ ଜଗିଛି ମା’ କୁକୁର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସେ ମଣିଷ ହେଉ କି ପଶୁପକ୍ଷୀ, ମା’ ମନ ସବୁ ବେଳେ ନିଜ ଛୁଆ ପାଇଁ ବିଚଳିତ । ନିଜ ଛୁଆର କଷ୍ଟ କେବେ ବି କୌଣସି ମା’ ଦେଖିପାରେ ନାହିଁ । ମା’ର ମମତା ଅମୃତ ତୁଲ୍ୟ । ନିଜ ଛୁଆ ଉପରେ ଯେତେବେଳେ ବିପଦ ଆସେ ନିଜକୁ ଖାତିର୍‌ ନ କରି ନିଜ ଜୀବନକୁ ମଧ୍ୟ ବାଜି ଲଗାଇ
Read More...

ବଲାଙ୍ଗିରରେ ୬୧ତମ ହୋମ୍‌ଗାର୍ଡ ଡେ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମନୋହରପୁର ସ୍ଥିତ ରିଜର୍ଭ ପୋଲିସ୍‌ ପ୍ୟାରେଡ୍‌ ଗ୍ରାଉଣ୍ଡଠାରେ ବଲାଙ୍ଗିର ହୋମ୍‌ଗାର୍ଡ ଅର୍‌ଗାନାଇଜେସନ୍‌ ତଥା ଜିଲ୍ଲା ପୋଲିସ ପକ୍ଷରୁ ୬୧ତମ ବାର୍ଷିକ ହୋମ୍‌ଗାର୍ଡ ଡେ’-୨୦୨୩ ପାଳିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ
Read More...

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଦେଲେ ଠକ ପ୍ରେମିକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଦେଲେ ଠକ ପ୍ରେମିକ । ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ମଶିଣା ଗାଁର ଜଣେ ଯୁବତୀ ଏଭଳି ଏକ ଅଭିଯୋଗ ନେଇ ଆଜି ବଲାଙ୍ଗିର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତାଙ୍କର କହିବା ଅନୁସାରେ ଖପ୍ରାଖୋଲ ଥାନା ଅନ୍ତର୍ଗତ
Read More...

କୁରୁଲ ଉଚ୍ଚ ବିଦ୍ୟାଳୟରେ ତିନିଦିନିଆ ଶୀତକାଳୀନ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିକଳ୍ପ ପରିବାରରେ ପାଳିତ ୫୦ରୁ ଅଧିକଙ୍କୁ ନେଇ କୁରୁଲ ଉଚ୍ଚ ବିଦ୍ୟାଳୟରେ ତିନିଦିନିଆ ଶିତକାଳୀନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଶିବିରରେ ପିଲାମାନଙ୍କର ଆତ୍ମ ବିଶ୍ୱାସ ବୃଦ୍ଧି କରିବା, ଆବେଗ ନିୟନ୍ତ୍ରଣ, ସେମାନଙ୍କ ମଧ୍ୟରେ ଦେଖାଯାଉଥିବା
Read More...

ନଗର କଂଗ୍ରେସ ତରଫରୁ ବହେରାପାଲି ବନ୍ଧର ପୁନଃଉଦ୍ଧାର ପାଇଁ ପଥପ୍ରାନ୍ତ ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ନଗର କଂଗ୍ରେସ କମିଟି ତରଫରୁ ସ୍ଥାନୀୟ ବେହେରାପାଲିଠାରେ ବେହେରାପାଲି ବନ୍ଧର ପୁନଃଉଦ୍ଧାର ପାଇଁ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା । ସୂଚନାଯୋଗ୍ୟ ଯେ ବଲାଙ୍ଗିର ସହରର ବିଭିନ୍ନ ବନ୍ଧ ଅବହେଳିତ ହୋଇ ପଡିରହିଛି । ଏ ଗୁଡିକର ଇତିହାସ ବହୁତ
Read More...

ଶିଶୁ ସ୍ଥାନାନ୍ତରଣ ତଥା ଅନ୍ୟାନ୍ୟ ଅସହାୟ ଶିଶୁମାନଙ୍କ ସୁରକ୍ଷା ସଂପର୍କରେ ସଚେତନତା କର୍ମଶାଳା ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ଓଡିଶା ଶିଶୁ ଅଧିକାର ଆୟୋଗ, ୟୁନିସେଫ୍‌ ଏବଂ ଏଡ୍‌ଏଟ୍‌ ଆକ୍ସନ୍‌ ମିଳିତ ସହଯୋଗରେ ଶିଶୁ ସ୍ଥାନାନ୍ତରଣ ତଥା ଅନ୍ୟାନ୍ୟ ଅସହାୟ ଶିଶୁମାନଙ୍କ ସୁରକ୍ଷା ତଥା ସେମାନଙ୍କୁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତିକରଣ ଉପରେ
Read More...

ବଲାଙ୍ଗିରରେ ବିଶ୍ଵ ମୃତ୍ତିକା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା କୃଷି କାର୍ଯ୍ୟାଳୟ ପରିସରରେ ବିଶ୍ଵ ମୃତ୍ତିକା ଦିବସ ଅନୁଷ୍ଠିତ ହୋଇଛି । ଜିଲ୍ଲା କୃଷି ବିଭାଗ ଦ୍ଵାରା ଆୟୋଜିତ ଏହି ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବର୍ତ୍ତମାନ ମୃତ୍ତିକା ପରୀକ୍ଷା
Read More...

ବଲାଙ୍ଗିର ଜିଲ୍ଲାରେ ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲାରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ବରିଷ୍ଠ ନାଗରିକମାନେ ତୀର୍ଥ ଯାତ୍ରାରେ ବାହାରିଛନ୍ତି । ସ୍ଥାନୀୟ ପର୍ଯ୍ୟଟନ ଅଫିସରେ ମଧ୍ୟାହ୍ନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ୱର୍ଦ୍ଧନ। ଦେବାସହ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।
Read More...

ବାଇକ୍‌ରୁ ପଡ଼ି ମହିଳା ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାହାଘରୁ ଫେରିବା ବେଳେ ବାଇକ୍‌ରୁ ପଡ଼ି ଜଣେ ମହିଳା ଗୁରୁତର ହୋଇ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ୍‌ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି । ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ ଅନ୍ତର୍ଗତ ଶୁଖା ଗାଁରୁ
Read More...