Browsing Tag

balangir news

ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ରାଜ୍ୟ ବିଜେପି ମୁଖପାତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବିଜେପି ଦଳ ତରଫରୁ ବଲାଙ୍ଗିର ସାମ୍ବାଦିକ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯୋଗ ପତ୍ର ଓ ଦଳର ସଂକଳ୍ପ ପତ୍ର ସମ୍ବନ୍ଧୀୟ ସୂଚନା ପ୍ରଦାନ କରାଯାଇଛି । ଏହି ସାମ୍ବାଦିକ…
Read More...

ବଲାଙ୍ଗିର ଜଗନ୍ନାଥପଡ଼ା ରାମଲୀଳା ମଂଚରେ ପ୍ରଦର୍ଶିତ ହେଲା ଲକ୍ଷ୍ମଣ ଶକ୍ତିଭେଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜଗନ୍ନାଥପଡ଼ା ପ୍ରସିଦ୍ଧ ରାମଲୀଳାରେ ଗତ ରାତିରେ ମଂଚସ୍ଥ ହୋଇଛି ଲକ୍ଷ୍ମଣଙ୍କ ଶକ୍ତିଭେଦ । ମାତା ଜାନକୀଙ୍କୁ ଉଦ୍ଧାର କରିବା ପାଇଁ ବାନର ସେନାଙ୍କ ସହ ପ୍ରଭୁ ଶ୍ରୀରାମ ଚନ୍ଦ୍ର ଯୁଦ୍ଧ ମଇଦାନକୁ ଓହ୍ଲାଇ ରାବଣ ସହିତ ଘନଘୋର ଯୁଦ୍ଧରେ ଥିବା ବେଳେ…
Read More...

ପୋଲିସ ଚେକିଂ ବେଳେ କାର ଭିତରୁ ୫ ଲକ୍ଷ ଟଙ୍କା ଜବତ

ବଲାଙ୍ଗିର : ପୋଲିସ ଚେକିଂ ବେଳେ କାର ଭିତରୁ ୫ ଲକ୍ଷ ଟଙ୍କା ଜବତ । ବଲାଙ୍ଗିର-ଦେଓଗାଁ ରାସ୍ତାର ବିଜାଖମନ ନିକଟରୁ ନଗଦ ୫ ଲକ୍ଷ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ନିର୍ବାଚନ ପାଇଁ ବଲାଙ୍ଗିର ପୋଲିସ ଚେକିଂ ଓ ବ୍ଲକିଂକୁ ଜୋରଦାର କରିଥିବା ବେଳେ ଏଥିରେ ମିଳିଛି ବଡ଼ ସଫଳତା । କାର୍…
Read More...

ତହଁକ୍ କୁଟୁମ୍‌ର ଗୁଗୁଲ୍ ମିଟ୍ କବିତା ଆସର୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗଲା କାଏଲ୍ ରାତିର୍ ୭ ବଜେ ତହଁକ୍ ସାହିତ୍ୟ କୁଟୁମ୍ ବଲାଙ୍ଗିର ଆଡୁ ଗୁଗୁଲ୍ ମିଟ୍ ଥି ଗୁଟେ କବିତା ଆସର୍ ହେଇଯେଇଛେ । ଇ ଉଧେ କବି ରାଜେଶ ଶର୍ମା ମୁଖିଆ କୁନୁଆଁ ହିସାବେ ଯୋଗ୍ ଦେଇଥିବାର ବେଲ୍‌କେ ମାଏନତା କୁନୁଆଁ ହିସାବେ କବୟିତ୍ରୀ ଜ୍ୟୋତିରାଣୀ ମିଶ୍ର…
Read More...

କଂଗ୍ରେସ ଛାଡି ବିଜେଡିରେ ମିଶିଲେ ବିଡିଘାଟ ପଞ୍ଚାୟତର ୬୦ରୁ ଅଧିକ ବ୍ୟକ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଡ଼ିଘାଟ ପଞ୍ଚାୟତର ୬୦ରୁ ଅଧିକ ବ୍ୟକ୍ତି କଂଗ୍ରେସ ଛାଡି ବଲାଙ୍ଗିର ବିଜେଡ଼ିରେ ସାମିଲ୍‌ ହୋଇଛନ୍ତି । ସେହିପରି ଚୁଡ଼ାପାଲିର ପୂର୍ବତନ ସରପଞ୍ଚ ଭାଗିରଥି ଘିଭେଲା ମଧ୍ୟ ବଲାଙ୍ଗିର ଶୈଳଶ୍ରୀ ପେଲେସ୍‌ରେ ଆୟୋଜିତ ମିଶ୍ରଣ ପର୍ବରେ ବିଡ଼ିଘାଟ ସରପଞ୍ଚ ନନ୍ଦିତା…
Read More...

ଦେଓଗାଁ ବ୍ଲକ୍‌ରେ କଂଗ୍ରେସର ନିର୍ବାଚନ ପ୍ରଚାର : ୨୪ ବର୍ଷର ସରକାର ଶିକ୍ଷକ, ଡାକ୍ତର, ରୋଜଗାର ଦେବାରେ ବିଫଳ –…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ୍‌ରେ କଂଗ୍ରେସର ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ୨୪ ବର୍ଷର ସରକାର ଶିକ୍ଷକ, ଡାକ୍ତର, ରୋଜଗାର ଦେବାରେ ବିଫଳ ବୋଲି କହିଛନ୍ତି ସମରେନ୍ଦ୍ର । ଏକ ଜନ ମଙ୍ଗଳ ରାଷ୍ଟ୍ରରେ ରାଜ୍ୟ ସରକାର ହେଉ କି କେନ୍ଦ୍ର ସରକାର, ତାର କର୍ତ୍ତବ୍ୟ ହେଲା…
Read More...

ବଲାଙ୍ଗିର ନାଗରିକ କମିଟିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ଟାଉନ୍‌ ଉଚ୍ଚ ବାଳିକା ବିଦ୍ୟାଳୟ ଠାରେ ଡ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ବଲାଙ୍ଗିର ନାଗରିକ କମିଟିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ଡ. ମିଶ୍ର ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିବା ପରେ ତାଙ୍କ ନିର୍ଦ୍ଦେଶରେ…
Read More...

ବଲାଙ୍ଗିର ସଦର ବ୍ଲକରେ କଳିକେଶଙ୍କ ମହିଳା କର୍ମକର୍ତ୍ତା ସମାବେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ମିର୍ଦ୍ଧାପାଲି ପଞ୍ଚାୟତର କଅଗାଁ ଗ୍ରାମ ଠାରେ କଳିକେଶଙ୍କ ଏକ ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହୋଇଥିଲା । ମହିଳାମାନଙ୍କ ସମସ୍ତ ସମସ୍ୟାକୁ ନେଇ ସମାବେଶରେ ଆଲୋଚନା ହୋଇଥିବା ବେଳେ ତାଙ୍କ ସମସ୍ତ ଦାବି ଓ ସମସ୍ୟାର ସମାଧାନ ପାଇଁ ଦୃଢ…
Read More...

ବଲାଙ୍ଗିର ବିଜେଡିର ଜନସଂପର୍କ ସାଧାରଣ ସଭାରେ କଳିକେଶଙ୍କ ସହ ସୁରେନ୍ଦ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଣ୍ଡ ଉପରେ ନିର୍ବାଚନ । ଏଥିପାଇଁ ନିର୍ବାଚନୀ ମଇଦାନ୍‌ରେ ସର୍‌ଗରମ୍‌ ପ୍ରଚାର ଚାଲିଛି । ଏହି କ୍ରମରେ ବଲାଙ୍ଗିର ବିଜେଡି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ୱାର୍ଡ ନମ୍ବର ୧୪ ମାଲପଡାରେ ସନ୍ତୋଷ ଦନ୍ତାଙ୍କ ସଭପତିତ୍ୱରେ ଆୟୋଜିତ ଏକ ବିଜେଡିର…
Read More...

ଆସନ୍ତା ୧୦ ତାରିଖରେ ଭଗବାନ ପର୍ଶୁରାମଙ୍କ ଜନ୍ମୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାସମାରୋହରେ ପାଳିତ ହେବ ଆସନ୍ତା ୧୦ ତାରିଖ ଦିନ ଭଗବାନ ପର୍ଶୁରାମଙ୍କ ଜନ୍ମୋତ୍ସବ । ଏ ସଂକ୍ରାନ୍ତିରେ ଆଜି ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ପକ୍ଷରୁ ସୂଚନା ଦିଆଯାଇଛି । ବଲାଙ୍ଗିର ସହର ସ୍ଥିତ ନୃସିଂହ ମନ୍ଦିର ପରିସରରେ ଆୟୋଜନ ହେବାକୁ ଥିବା ଭଗବାନ…
Read More...