ଗ୍ରୀଷ୍ମ ପ୍ରବାହରେ ମାହେଶ୍ୱରୀ ସଂଗଠନର ମାନବିକ ପଦକ୍ଷେପ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରେ ଦିନକୁ ଦିନ ତୀବ୍ର ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବା ବେଳେ ସମାଜର ସମସ୍ତ ବର୍ଗର ଲୋକ ଏହାର ପ୍ରଭାବରେ ପୀଡିତ ହେଉଛନ୍ତି । ବିଶେଷ କରି ବଲାଙ୍ଗିର ପୌର ପାଳିକାର ସଫେଇ କର୍ମଚାରୀମାନେ ଦିନରାତି ସହରକୁ ସ୍ୱଚ୍ଛ ରଖିବା ପାଇଁ ପ୍ରଚଣ୍ଡ ଖରା ଓ!-->…
Read More...
Read More...