Browsing Tag

balangir news

ହୀରକ ଜୟନ୍ତୀ ସମାରୋହ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶୁକ୍ରବାର ଦିନ ଅପରାହ୍ନ ୪ ଘଣ୍ଟା ସମୟରେ ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ହୀରକ ଜୟନ୍ତୀ ସମାରୋହ ତଥା ବିଦ୍ୟାଳୟ ପ୍ରତିଷ୍ଠାତା ଶରତ ଚନ୍ଦ୍ର ପାଣିଗ୍ରାହୀ ଜନ୍ମ ଶତବାର୍ଷିକୀ ଉତ୍ସବ ତା ୨୬.୧୦.୨୫ରିଖ ରବିବାର ଦିନ ସନ୍ଧ୍ୟା ୬ ଘଣ୍ଟା ସମୟରେ
Read More...

ବଲାଙ୍ଗିର ଦିନ ଉଧେ ହୁଲାହୁଲି, ଶଙ୍ଖ ଫୁକା ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସମଲେଇ ମନ୍ଦିର ଠାରେ ବଲାଙ୍ଗିର ସମଲେଇ ମନ୍ଦିର ଆଳତି କମିଟି ପକ୍ଷୁଂ ହୁଲାହୁଲି ଓ ଶଙ୍ଖ ଫୁକା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ହୁଲାହୁଲିରେ ୨୫ ଜଣ ପ୍ରତିଯୋଗୀ ଓ ଶଙ୍ଖ ଫୁକାରେ ୩୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ବିଚାରକ ଭାବରେ ସମଲେଇ
Read More...

ଚିତ୍ରଗୁପ୍ତ କଲ୍ୟାଣ ଉତ୍ସବ ଉଦ୍‌ଯାପିତ : ବିଭିନ୍ନ କ୍ଷେତ୍ରରେ ସଫଳ ହୋଇଥିବା କରଣ ସମାଜର ୫ଜଣ ସମ୍ମାନିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ପକ୍ଷରୁ ପ୍ରତିବର୍ଷ ଭଳି ଏ ବର୍ଷ କରଣ ସମାଜର ଆନ୍ରୁୂଲ୍ୟରେ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ଦେବଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ୨୩ ତାରିଖ ଦିନ କଳସ ଯାତ୍ରା ଏବଂ ଚିତ୍ରଗୁପ୍ତ ଦେବଙ୍କ ପୂଜା ହୋମଯଜ୍ଞ ସହ ଆହୁତି
Read More...

ପାଟଣେଶ୍ୱରୀ ମନ୍ଦିରର ୧୫୦ ବର୍ଷ ପୂର୍ତ୍ତି ଅବସରରେ ସ୍ମରଣିକା ଲେଖା ଆବଶ୍ୟକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପାଟଣା ରାଜ୍ୟର ଇଷ୍ଟଦେବୀ ମା’ ପାଟଣେଶ୍ୱରୀ ଦେବୀଙ୍କ ପୀଠରେ ୧୮୭୨ ମସିହାରେ ନୂତନ ନକ୍ସା ତିଆରି ହୋଇ ରାଜଧାନୀ ସ୍ଥାପନ ହୋଇଥିଲା । ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ୧୫୦ ବର୍ଷ ପୂର୍ତ୍ତି ହୋଇଯାଇଛି । ଏହି ଉଦ୍ଦେଶ୍ୟରେ ଦେବାଳୟ ଓ ଐତିହ୍ୟ
Read More...

୧୧ତମ ଭୀମପାହାଡ ମହୋତ୍ସବ ଦ୍ୱିତୀୟ ଦିବସ

ଭୀମପାହାଡର ଐ୍ୟତିହ୍ୟ କିମ୍ବଦନ୍ତୀ ଉପରେ ଗବେଷଣା ଆବଶ୍ୟକ ବଲାଙ୍ଗୀର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ପର୍ଯ୍ୟଟନସ୍ଥଳୀ ଭୀମପାହାଡ ପାଦଦେଶରେ ଗିରିଗୋବର୍ଦ୍ଧନ ପୂଜା ଉପଲକ୍ଷେ ଚାଲିଥିବା ୧୧ତମ ଭୀମପାହାଡ ମହୋତ୍ସବ ଗୁରୁବାର
Read More...

ଜିଲ୍ଲା ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଉଦଯାପିତ

"ପାଉଁଶରୁ ଫୁଲ" ନାଟକ ଶ୍ରେଷ୍ଠ ବିବେଚିତ" ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ସ୍ଥାନୀୟ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । "ମାନବ ଜାତିର ହିତରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା"
Read More...

ଦୀପର ଆଲୋକରେ ଉଜ୍ଜ୍ୱଳିତ ହେଲା ନାରାୟଣୀ କଲୋନୀ : ସହଯୋଗ ଫାଉଣ୍ଡେସନ ମନାଇଲେ ଖୁସିର ଦୀପାବଳି

ସମାଜର ଆବଶ୍ୟକ ଲୋକମାନଙ୍କ ସହିତ ଦୀପାବଳି ଉଦ୍‌ଯାପନ କରି ମାନବତା ଓ ସେବାର ସନ୍ଦେଶ ପ୍ରସାର କଲା ସହଯୋଗ ଫାଉଣ୍ଡେସନ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ପ୍ରମୁଖ ସାମାଜିକ ସଂସ୍ଥା ସହଯୋଗ ଫାଉଣ୍ଡେସନ ନିଜ ପରମ୍ପରାକୁ କ୍ତଜାୟ ରଖି ଏହି ବର୍ଷ ମଧ୍ୟ ସମାଜର ଅବହେଳିତ ଓ ଦୁର୍ବଳ
Read More...

ଅଲଣ୍ଡା ପଞ୍ଚାୟତର ଆଞ୍ଚଳିକ ଗିରିଗୋବର୍ଦ୍ଧନ ପୂଜା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଅଞ୍ଚଳର ଅଲଣ୍ଡା ପଞ୍ଚାୟତର ୨୧ ତମ ବର୍ଷର ଆଞ୍ଚଳିକ ଗିରିଗୋବର୍ଦ୍ଧନ ପୂଜା ବହୁତ ଧୁମ ଧାମରେ ସରି ଯାଇଛି । ଏଥିପାଇଁ ବୁଧବାର ଦିନର ସକାଳ ୮.୩୦ରୁ ଗିରିଗୋବର୍ଦ୍ଧନ ପୂଜା ମଣ୍ଡପରେ ନାମଯଜ୍ଞ ଆରମ୍ଭ କରାଯାଇଥିଲା । ଏଥିରେ
Read More...

କୁଷ୍ଠ ରୋଗ ନିରାକରଣ କାର୍ଯ୍ୟକ୍ରମ ଓ କୁଷ୍ଠରୋଗ ଚିହ୍ନଟ ଅଭିଯାନ ସମ୍ପର୍କିତ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ କୁଷ୍ଠ ରୋଗ ନିରାକରଣ କାର୍ଯ୍ୟକ୍ରମ ଓ କୁଷ୍ଠରୋଗ ଚିହ୍ନଟ ଅଭିଯାନ ସମ୍ପର୍କିତ ଏକ ଆଲୋଚନା ବୈଠକ ଉପଜିଲ୍ଲାପାଳ ଡାଃ. ବିଜୟନନ୍ଦ ସେଠିଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ବୈଠକ ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା
Read More...

ବଲାଙ୍ଗିର ଦିନ ଆୟୋଜକ କମିଟିର ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ୍ ବାଳିକା ବିଦ୍ୟାଳୟ ଠାରେ ବଲାଙ୍ଗିର ଦିନ ଆୟୋଜକ କମିଟିର ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଦିନ ଆୟୋଜକ କମିଟି ପକ୍ଷରୁ ଆୟୋଜିତ ହେବାକୁ ଥିବା ସପ୍ତାହ ବ୍ୟାପୀ
Read More...