Browsing Tag

ahamadabad news

୬ ତାରିଖରୁ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହେବ ସୀମିତ ଓଭର ସିରିଜ୍‌ : ୩ ଖେଳାଳିଙ୍କ ସହ ଭାରତୀୟ ଦଳର ମୋଟ ୬…

ଅହମ୍ମଦାବାଦ୍‌ : ଆସନ୍ତା ୬ ତାରିଖରୁ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ସୀମିତ ଓଭର ସିରିଜ୍‌ ଆରମ୍ଭ ହେବାକୁ ଯାଉଥିବା ବେଳେ ୩ ଖେଳାଳିଙ୍କ ସହ ଭାରତୀୟ ଦଳର ମୋଟ ୬ ସଦସ୍ୟ କୋଭିଡ୍‌-୧୯ରେ ସଂକ୍ରମିତ ଥିବା ଜଣାପଡ଼ିଛି । ବରିଷ୍ଠ ଓପନର ଶିଖର ଧାୱନ, ରିଜର୍ବ ଓପନର ରୁତୁରାଜ ଗାଏକ୍ୱାଡ ଓ
Read More...

ଆଜି ବାଙ୍ଗାଲୋର – କୋଲକାତା ମୁହାଁମୁହିିଁ

ଅହମ୍ମଦାବାଦ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଜି କୋଲକାତା ନାଇଟର ମୁକାବିଲା କରିବ । ବିରାଟ କୋହଲି ନେତୃତ୍ୱାଧୀନ ବାଙ୍ଗାଲୋର ଏହି ମ୍ୟାଚରେ ବିଜୟ ହାସଲ କରି ଦିଲ୍ଲୀ କ୍ୟାପିଟାଲ୍ସ ପଂଏଟ ସହ ସମକକ୍ଷ ହୋଇପାରିବ । ତେବେ ସ୍ପିନ ବୋଲରଙ୍କୁ ସାମ୍ନା କରିବାରେ ବାଙ୍ଗାଲୋର ୨ଥର ବିଫଳ ହୋଇଛି
Read More...

ପଞ୍ଜାବକୁ ୭ ୱିକେଟରେ ହରାଇଲା ଦିଲ୍ଲୀ

ଅହମଦାବାଦ : ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୧ର ୨୯ତମ ମ୍ୟାଚରେ ଦିଲ୍ଲୀ ପଂଜାବକୁ ୭ ଓ୍ବିକେଟରେ ହରାଇଦେଇଛି । ଦିଲ୍ଲୀ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ପଂଜାବ ୧୬୭ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଦଳ
Read More...

ବାଙ୍ଗାଲୋରକୁ ହରାଇ ବିଜୟ ଧାରାକୁ ଫେରିଲା ପଞ୍ଜାବ କିଙ୍ଗସ୍

ଅହମଦାବାଦ : ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯ଼ାଇଥିବା ଆଇପିଏଲର ୨୬ତମ ମ୍ୟାଚରେ ପଂଜାବ ବାଙ୍ଗାଲୋରକୁ ୩୪ ରନରେ ପରାସ୍ତ କରିଛି । ଆଜି ବାଙ୍ଗାଲୋର ଦଳ ଟସ ଜିତି ପଂଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପଂଜାବ ଇନିଂସର ମୁଖ୍ୟ ଆକର୍ଷଣ ଥିଲା ଅଧିନାୟକ କେଏଲ ରାହୁଲଙ୍କ
Read More...

ଆଇପିଏଲ ମହାସମର : ଆଜି କୋହଲି-ରାହୁଲ ମଧ୍ୟରେ ଲଢେ଼ଇ

ପରାଜୟଧାରାକୁ ନେଇ ପଞ୍ଜାବ ଚିନ୍ତିତ, ବିଜୟଧାରା ବଜାୟ ପାଇଁ ବାଙ୍ଗାଲୋର ବ୍ୟଗ୍ରଅହମଦାବାଦ : ଶୁକ୍ରବାର ପ୍ରଥମ ଟ୍ରଫି ଲକ୍ଷ୍ୟରେ ଥିବା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ମୁକାବିଲା କରିବ ନୂଆ ନାଁ ନେଇ ଖେଳୁଥିବା ପଞ୍ଜାବ କିଙ୍ଗ୍ସ । ୬ ମ୍ୟାଚ୍‌ରୁ ୧୦ ପଏଣ୍ଟ ଅର୍ଜନ କରି ଦୃଢ଼
Read More...

କୋଲକାତାର ପରାଜୟ ଧାରା ବଜାୟ : ୭ ୱିକେଟରେ ଜିତିଲା ଦିଲ୍ଲୀ

ଅହମଦାବାଦ : ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲର ୨୫ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସ କୋଲକତାକୁ ୭ ଓ୍ବିକେଟରେ ସହଜରେ ପରାସ୍ତ କରିଛି । ଆଜି ଦିଲ୍ଲୀ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି କୋଲକାତା ନିର୍ଦ୍ଧାରିତ ୨୦ଓଭରରେ ୬
Read More...

ପୁଣି ଏକ ରୋମାଞ୍ଚକର ମ୍ୟାଚ୍ : ଦିଲ୍ଲୀକୁ ୧ରନରେ ହରାଇ ପୁଣି ଶୀର୍ଷ ସ୍ଥାନରେ ବାଙ୍ଗାଲୋର

ଅହମଦାବାଦ : ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯ଼ାଇଥିବା ଆଇପିଏଲ ୨୦୨୧ର ଏକ ରୋମାଞ୍ଚକର ମ୍ୟାଚରେ ବାଙ୍ଗାଲୋର ଦିଲ୍ଲୀକୁ ୧ରନରେ ପରାସ୍ତ କରିଛି । କଡ଼ା ପ୍ରତିଦ୍ୱନ୍ଦିତା ମୂଳକ ଏହି ମ୍ୟାଚର ଶେଷ ବଲରେ ହିଁ ବିଜେତା ନିର୍ଣ୍ଣୟ ହୋଇଥିଲା । ଆଜି ଦିଲ୍ଲୀ ଟସ ଜିତି ବାଙ୍ଗାଲୋରକୁ
Read More...