pakka

ପଞ୍ଜାବକୁ ୭ ୱିକେଟରେ ହରାଇଲା ଦିଲ୍ଲୀ

bbehera

ଅହମଦାବାଦ : ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୧ର ୨୯ତମ ମ୍ୟାଚରେ ଦିଲ୍ଲୀ ପଂଜାବକୁ ୭ ଓ୍ବିକେଟରେ ହରାଇଦେଇଛି । ଦିଲ୍ଲୀ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ପଂଜାବ ୧୬୭ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଦଳ ପକ୍ଷରୁ ମୟଙ୍କ ଅଗ୍ରଓ୍ବାଲ ସର୍ବାଧିକ ୯୯ ରନ କରିଥିଲେ । ସେ ମାତ୍ର ୫୮ଟି ବଲ ଖେଳି ଏହି ରନ କରିଥିଲେ । ଦିଲ୍ଲୀ ପକ୍ଷରୁ ରଓ୍ବାଡ଼ା ୩ଟି ଓ୍ବିକେଟ ନେଇଥିଲେ । ଦିଲ୍ଲୀ ପକ୍ଷରୁ ଶିଖର ଧଓ୍ବନ ୬୯ ରନ, ପୃଥ୍ବୀ ସ’ ୩୯ ରନ କରିଥିଲେ । ସେହିପରି ଷ୍ଟିଭେନ ସ୍ମିଥ ୨୪ ରନ ଓ ଋଷଭ ପନ୍ତ ୧୪ ରନ କରିଥିଲେ ।

Leave A Reply

Your email address will not be published.

four × 2 =