pakka

ସୁସ୍ଥ ହୋଇ ଫେରିଲେ କଳାହାଣ୍ଡି ମାଟିର ସ୍ନିଗ୍ଧାରାଣୀ

bbehera

ଭବାନୀପାଟଣା, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲାର ଏକ ବୈଦ୍ୟୁତିକ ଗଣମାଧ୍ୟମର ସାମ୍ବାଦିକା ନିକ୍କି ସ୍ନିଗ୍ଧାରାଣୀ ସିଂ ଅସୁସ୍ଥ ହୋଇ ପ୍ରଥମେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଗତ ତା୬/୨/୨୦୨୩ରେ ଓ ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୈଣସି ସୁଧାର ନଆସିବାରୁ ତାଙ୍କୁ ୦୯/୦୨/୨୦୨୩ରେ ବୁର୍ଲାର ଭୀମସାର ହସ୍ପିଟାଲରେ ଚିକିତ୍ସିତ ହେବାକୁ ସ୍ଥାନାନ୍ତରିତ କରାଯାଇଥିଲା ହେଲେ ଦୀର୍ଘ ୨୨ ଦିନ ପରେ ସେ ନିଜ ଘରକୁ ସୁସ୍ଥ ହୋଇ ଫେରିଛନ୍ତି । ତାଙ୍କ ସୁସ୍ଥ ହେବା ଖବର ଶୁଣି ସାମ୍ବାଦିକ ମହଲରେ ଖୁସିର ଲହରୀ ଖେଳି ଯାଇଛି ।

jay balangir
Leave A Reply

Your email address will not be published.

6 − 3 =

error: Content is protected !!