pakka

ସଚେତନ ନାଗରିକ ମଞ୍ଚର ଶୋକ

bbehera

ରାଉରକେଲା, (ସସ୍ମତା ପ୍ରଧାନ) : ସଚେତନ ନାଗରିକ ମଞ୍ଚ ତରଫରୁ ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା ସହ ସେମାନଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା । ଏହା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା । ମଂଚର ସଭାପତି ବିମଳ କୁମାର ବିଶି ଓ ସାଧାରଣ ସଂପାଦକ ପି ପି ରାୟ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଏହି ଦୁର୍ଘଟଣା ଶତାବ୍ଦୀର ବଡ ଦୁର୍ଘଟଣା ବୋଲି ଅବହିତ କରିବା ସହ ଭବିଷ୍ୟତରେ କିପରି ରେଳ ଦୁର୍ଘଟଣା ଏଡାଇ ହେବ ସେଥିପ୍ରତି ଦୃଷ୍ଟି ଦିଆଯାଉ ବୋଲି କହିଥିଲେ ।

jay balangir
Leave A Reply

Your email address will not be published.

1 + nineteen =

error: Content is protected !!