pakka

ଝାରସୁଗୁଡ଼ାରେ ଏସ୍‌ସିବିର ୪ ଜଣିଆ ମନସ୍ତତ୍ୱବିତ୍ ଟିମ୍ : ଅଭିଯୁକ୍ତଙ୍କ ମାନସିକ ସ୍ୱାସ୍ଥ୍ୟ ଯାଞ୍ଚ ଜାରି

bbehera

ଝାରସୁଗୁଡ଼ା : ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସଙ୍କ ମନ କଥା ଜାଣିବାକୁ ଝାରସୁଗୁଡ଼ାରେ ଏସ୍‌ସିବିର ୪ ଜଣିଆ ମନସ୍ତତ୍ୱବିତ୍ ଟିମ୍ ପହଞ୍ଚିଛନ୍ତି । ଏମାନଙ୍କ ଭିତରେ ଦୁଇଜଣ ମାନସିକ ରୋଗ ବିଶେଷଜ୍ଞ ଥିବା ସୂଚନା ରହିଛି । ଗୋପାଳଙ୍କର ମାନସିକ ସ୍ଥିତି ଜାଣିବାକୁ ଏହି ଟିମ୍ ଚେଷ୍ଟା କରୁଥିବା ଜଣାଯାଇଛି । ସେମାନେ ଗୋପାଳଙ୍କୁ ପଚରାଉଚରା କରୁଛନ୍ତି । ଏହାଛଡ଼ା ଟିମ୍ ଅଭିଯୁକ୍ତଙ୍କ ମାନସିକ ସ୍ୱାସ୍ଥ୍ୟ ଯାଞ୍ଚ କରୁଛନ୍ତି ।

jay balangir
Leave A Reply

Your email address will not be published.

13 + 13 =