pakka

‘ଗୋ ସୁଗମ’ ଜରିଆରେ ସୁବିଧାରେ ସରକାରୀ ସହାୟତା ପାଇପାରିବେ ଚାଷୀ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚାଷୀମାନଙ୍କ ପାଇଁ ବିଭିନ୍ନ କୃଷି ଭିତ୍ତିକ କାର୍ଯ୍ୟକୁ ଆହୁରି ସହଜ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଗୋ ସୁଗମ’ ପୋର୍ଟାଲ୍ ଲୋକାର୍ପଣ କରିବାକୁ ଯାଉଛନ୍ତି । ଏହି ପୋର୍ଟାଲ୍ ଜରିଆରେ କୃଷି ଓ ଆନୁସଙ୍ଗିକ ବିଭାଗର ବିଭିନ୍ନ ଯୋଜନାର ଲାଭ ହିତାଧିକାରୀମାନେ ଅନଲାଇନରେ ପାଇପାରିବେ । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

jay balangir
Leave A Reply

Your email address will not be published.

eighteen − 2 =