jsm

ସହରର ବିଭିନ୍ନ ସ୍ଥାନର ସଫେଇ କାର୍ଯ୍ୟର ତଦାରଖ କଲେ ପୌର ଉପାଧ୍ୟକ୍ଷା ଗାୟିତ୍ରୀ ଭୋଇ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପୌରାଂଚଳ ଅନ୍ତର୍ଗତ ବିଭିନ୍ନ ସ୍ଥାନକୁ ଯାଇ ସଫେଇ କାର୍ଯ୍ୟର ତଦାରଖ କରିଛନ୍ତି ପୌର ଉପାଧ୍ୟକ୍ଷା ଗାୟିତ୍ରୀ ଭୋଇ । ପୌର ଉପାଧ୍ୟକ୍ଷା ସୁଶ୍ରୀ ଗାୟିତ୍ରୀ ଭୋଇ ନିଜେ ଉପସ୍ଥିତ ରହି ବିଭିନ୍ନ ସ୍ଥାନର ଡ୍ରେନଗୁଡିକୁ ସଫେଇ କରାଇଥିବା ବେଳେ ଆଗକୁ ବଲାଙ୍ଗିର ପୌରାଂଚଳ ଏକ ଅଳିଆ ମୁକ୍ତ ସହର ହେବ ବୋଲି ପୌର ଉପାଧ୍ୟକ୍ଷା ସୁଶ୍ରୀ ଗାୟିତ୍ରୀ ଭୋଇ ନିଜ ବକ୍ତବ୍ୟରେ କହିଛନ୍ତି ।

yuvodaya
Leave A Reply

Your email address will not be published.