om academy

ପୃଥୀରାଜ ହାଇସ୍କୁଲରେ ପ୍ରାଚୀର ପତ୍ରିକା, ଆର୍ଟ ଓ କ୍ରାଫ୍ଟ ଗ୍ୟାଲେରି ଉଦ୍‌ଘାଟିତ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ପୃଥୀରାଜ ହାଇସ୍କୁଲରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ଵାରା ପ୍ରାଚୀର ପତ୍ରିକା, ଆର୍ଟ ଓ କ୍ରାଫ୍ଟ ଗ୍ୟାଲେରି ସମ୍ବାଦ କୋଣ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ସ୍କୁଲର ଛାତ୍ରମାନଙ୍କ ଦ୍ୱାରା ପ୍ରସ୍ତୁତ ଆର୍ଟ୍ ଏବଂ କ୍ରାଫ୍ଟ ପ୍ରଦର୍ଶିତ କରାଯାଇଥିଲା । ଏବଂ ଆଜିଠାରୁ ସବୁଦିନ ଏହି ଭାଳିଆ ଛାତ୍ରଙ୍କ କଳା କୃତି ଏଥିରେ ପ୍ରଦର୍ଶିତ ହେବ, ଯାହା ଦ୍ୱାରା ସ୍କୁଲ ପିଲାଙ୍କ ଅନ୍ତଃନିହିତ ଗୁଣର ବିକାଶ ହେବ ବୋଲି କୁହାଯାଇଛି ।

Leave A Reply

Your email address will not be published.