om academy

ନୟାଗଡ଼ ବିଜେପିକୁ ଝଟକା

ନୟାଗଡ଼, (କେପିଏନ୍‌ଏସ୍‌) : ନୟାଗଡ଼ ବିଜେପିକୁ ଝଟକା । ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଲେ ଇରାନୀ ରାୟ । ଗତ କିଛି ଦିନ ତଳେ ବିଜେପି ଛାଡିଥିଲେ ଇରାନୀ । ୨୦୧୯ରେ ବିଜେପିର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ଇରାନୀ ।

Leave A Reply

Your email address will not be published.

nine + eight =