ମାଓ ଅଧ୍ୟୁଷିତ ନାରାୟଣପାଟଣାରେ ପୋଲିସ ଓ ବିଏସ୍‌ଏଫ୍‌ ମିଳିତ ଭାବରେ ପାଟ୍ରୋଲିଂ କଡାକଡି

କୋରାପୁଟ : ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ ଦିବସ । ମାଓ ଅଧ୍ୟୁଷିତ ଅଞ୍ଚଳ ନାରାୟଣପାଟଣାରେ ହେବ ଭୋଟ ଗ୍ରହଣ । ମାଓଗଡ ହୋଇଥିବାରୁ ନାରାୟଣପାଟଣା ଅଞ୍ଚଳର ବିଭିନ୍ନ ଛକରେ ପୋଲିସ ଓ ବିଏସ୍‌ଏଫ୍‌ ମିଳିତ ଭାବରେ ସମସ୍ତ ଛକରେ ନାକାବନ୍ଦି କରି ଗାଡ଼ି ମୋଟର ଟିକିନିଖି ଯାଞ୍ଚ କରିଥିବା ଜଣାପଡିଛି । ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି ।

Leave A Reply

Your email address will not be published.

14 + 18 =