csstore

ବିଜେଡିର ଜନ ସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ଜନ ସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ଡଙ୍ଗରପଡ଼ା ପଞ୍ଚାୟତରେ ସାମିଲ ହେଲେ ଶହ ଶହ ଗ୍ରାମବାସୀ । ଏହି ଅବସରରେ କଣ୍ଟାବାଞ୍ଜି ବିଜେଡି ବରିଷ୍ଠ ନେତା ଅଜୟ ଦାସ, ସହଧର୍ମିଣୀ ରଶ୍ମୀ ଦାସ, ବ୍ଳକ୍ ସଭାପତି ମିନି ପାତ୍ର, ଯୁବ ସଭାପତି ଚିତ୍ତ ବାଗ, ଚନାବହାଲ ସରପଞ୍ଚ ପ୍ରତିନିଧି ସରୋଜ ମେହେର, ଯୁବ ନେତା ବୁଦ୍ଧଦେବ ମହାକୁଡ, ଜିଲ୍ଲା ସମ୍ପାଦିକା ପିଙ୍କି ଖର୍ସେଲ, ମହିଳା ନେତ୍ରୀ ସସ୍ମିତା ଦଣ୍ଡସେନାଙ୍କ ସହିତ ପଞ୍ଚାୟତର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.