pakka

କୋଶଳ ରାଏଜ ମୁକ୍ତିମୋର୍ଚ୍ଚା ବରଗଡ଼ ଜିଲ୍ଲାର ସଭାପତି ଭାବେ ନିଯୁକ୍ତ ହେଲେ ଘନଶ୍ୟାମ

bbehera

ବରଗଡ, (ନିରୋଜ କୁମାର ପାଣୀ) : କୋଶଳ ରାଏଜ ମୁକ୍ତିମୋର୍ଚ୍ଚା ପ୍ରଥମ ପର୍ଯ୍ୟାୟରେ କମିଟି ଘୋଷଣା କରିଛି । ବରଗଡ଼ ଜିଲ୍ଲାର ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ବରଗଡ଼ ବ୍ଲକ ଅନ୍ତର୍ଗତ ଗୁଡେଶିରା ପଞ୍ଚାୟତର ଘନଶ୍ୟାମ ସାହୁ । ଘନଶ୍ୟାମ ବର୍ତ୍ତମାନ ବରଗଡ଼ ଜିଲ୍ଲାର ବିଜେପି ଯୁବମୋର୍ଚ୍ଚା ସମ୍ପାଦକ ଭାବେ ଦାୟିତ୍ଵ ନିର୍ବାହ କରୁଛନ୍ତି । କୋଶଳ ରାଏଜ ମୁକ୍ତିମୋର୍ଚ୍ଚା ରାଜ୍ୟ ସଭାପତି ସାଗର ଚରଣ ଦାସ ଓ ସମସ୍ତ ନେତୃ ମଣ୍ଡଳୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ଘନଶ୍ୟାମ ସାହୁ । ମା’ ମାଟିର ଲଢ଼େଇରେ ନିଜେ ସାମିଲ ହୋଇ ଗର୍ବ ଅନୁଭବ କରୁଛି ବୋଲି କହିଛନ୍ତି ।

jay balangir
Leave A Reply

Your email address will not be published.

six − four =