pakka

ବୌଦ୍ଧ ଜିଲ୍ଲାରେ ପୁଣି ମାଓ ପୋଷ୍ଟର୍‌

bbehera

ବୌଦ୍ଧ : ମଙ୍ଗଳବାର ସକାଳେ ମନମୁଣ୍ଡା ଥାନା ତିଲପଙ୍ଗା ଗାଁ ନଳକୂଅରେ ପୁଣି ମାଓ ପୋଷ୍ଟର୍‌ ଲାଗିଥିବା ଦେଖା ଯାଇଛି । ପୋଷ୍ଟର୍‌ରେ ଗଞ୍ଜେଇ ଚାଷକୁ ବିରୋଧ କରାଯାଇଛି । ବୌଦ୍ଧ ଓ କନ୍ଧମାଳରେ ଗଞ୍ଜେଇ ଚାଷ କଲେ କିମ୍ବା ପ୍ରୋତ୍ସାହନ ଦେଲେ କଡ଼ା ଦଣ୍ଡ ଦେବାକୁ ମାଓବାଦୀ ଚେତାବନୀ ଦେଇଛନ୍ତି । ଗଞ୍ଜେଇ ଚାଷ ଯୋଗୁଁ ପୁଲିସ୍‌ର ଗତିବିଧି ବଢୁଥିବା ବେଳେ ମାଓବାଦୀଙ୍କ ବିପ୍ଳବରେ ବାଧା ସୃଷ୍ଟି ହେଉଥିବା ପୋଷ୍ଟର୍‌ରେ ଉଲ୍ଲେଖ ରହିଛି । ତଳେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ମାଓବାଦୀ ଲେଖା ରହିଛି ।

Leave A Reply

Your email address will not be published.

11 + 7 =