pakka

ଦେଶର ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ ହେଲେ ମନସୁଖ ମାଣ୍ଡଭ୍ୟ

bbehera

ନୂଆଦିଲ୍ଲୀ : ଆଜି ମୋଦୀ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ହେବା ସହିତ ଦେଶର ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ମନସୁଖ ମାଣ୍ଡଭ୍ୟଙ୍କୁ ପାଇଛି । ମନସୁଖ ମାଣ୍ଡଭ୍ୟ ସ୍ୱାସ୍ଥ୍ୟ ବିଭାଗ ସହିତ ସାର ଓ ରସାୟନ ବିଭାଗର ଅତିରିକ୍ତ ଦାୟିତ୍ୱରେ ମଧ୍ୟ ରହିବେ । ତେବେ ହର୍ଷବର୍ଦ୍ଧନଙ୍କ ଇସ୍ତଫା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ପଦ ଖାଲି ରହିଥିବା ବେଳେ ଏବେ ମନସୁଖ ମାଣ୍ଡଭ୍ୟ ଦେଶର ଆଗାମୀ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବେ ।

jay balangir
Leave A Reply

Your email address will not be published.

seventeen − seven =

error: Content is protected !!