pakka

ବନ୍ଦଲା ଗ୍ରାମରେ ବିଶ୍ୱଶାନ୍ତି ମହାଯଜ୍ଞ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସୋହେଲା ବ୍ଲକ ଅନ୍ତର୍ଗତ ବନ୍ଦଲା ଗ୍ରାମରେ ଗୋବିନ୍ଦ ଦାଶ ମହାରାଜଙ୍କ ତତ୍ୱାବଧାନରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଯଜ୍ଞରେ ଯୋଗିନ୍ଦ୍ର ସାହୁ, ରେବତୀକାନ୍ତ ଭୋଇ, ପଣ୍ତିତ ନାଏକ ନିଜ ପତ୍ନୀ ସହ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ଗ୍ରାମର ୫୧ ଜଣ ମହିଳା କଳସ ଯାତ୍ରାରେ ସାମିଲ ହୋଇଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଲିଥିଲା । ପୂଜା କମିଟି ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନ ଭୋଗର ବ୍ୟବସ୍ଥା କରାଯାଇଥିଲା ।

jay balangir
Leave A Reply

Your email address will not be published.

three × one =