jsm

କୋଟିଆରେ ଓଡ଼ିଶା ସରକାରଙ୍କ ତରଫରୁ ଘରେ ଘରେ ପାଣି ଯୋଗାଇବାର ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କଲେ ଆନ୍ଧ୍ର ପ୍ରଦେଶର ଅଧିକାରୀ

csstore

କୋରାପୁଟ : ଓଡ଼ିଶା ସରକାରଙ୍କ ତରଫରୁ କୋଟିଆ ପଞ୍ଚାୟତର ନେରେଡିବାଲାସା ଠାରେ ଘରେ ଘରେ ପାଣି ଯୋଗାଇବାର ପ୍ରକଳ୍ପକୁ ଆନ୍ଧ୍ର ପ୍ରଦେଶର ଅଧିକାରୀମାନେ ଆସି ବାଧା ସୃଷ୍ଟି କରିବା ଯୋଗୁଁ ପ୍ରକଳ୍ପ କାର୍ଯ୍ୟ ବନ୍ଦ ହୋଇଯାଇଥିବା ଖବର ମିଳିଛି । ତେବେ ଏହି ଗାଁରେ ପାଣି ଟାଙ୍କି ସ୍ଥାପନା କରି ସେଥିରୁ ଘରକୁ ଜଳ ଯୋଗାଇ ବା ପାଇଁ ରାସ୍ତା ଖୋଳି ପାଇପ ବିଛାଯାଉଥିବା ସମୟରେ ଆନ୍ଧ୍ରର କିଛି ସରକାରୀ ଅଧିକାରୀମାନେ ଆସି ଏହି ରାସ୍ତା ଆନ୍ଧ୍ର ସରକାରଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା କହି ରାସ୍ତା ଖୋଳିବାକୁ ବନ୍ଦ କରିଥିଲେ ।

yuvodaya
Leave A Reply

Your email address will not be published.