csstore

ଖାଦ୍ୟ ସୁରକ୍ଷା ଉପରେ ନାରୀ ଶକ୍ତି ଫାଉଣ୍ଡେସନର ସଚେତନତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଅବସରରରେ ନାରୀ ଶକ୍ତି ଫାଉଣ୍ଡେସନ ତରଫରୁ ଛତାମଖନା ଠାରେ ମହିଳା ମାନଙ୍କୁ ସଠିକ୍ ପୁଷ୍ଟିକର ଖାଦ୍ୟ ଉପରେ ସଚେତନତା କରିବା ସହ ଖାଦ୍ୟକୁ ସୁରକ୍ଷିତ ଭାବରେ ପରିଚାଳନା ଏବଂ ରାନ୍ଧିବା କେତେ ଗୁରୁତ୍ୱପୂର୍ଣ୍ଣ ସେ ଉପରେ ପରାମର୍ଶ ଦେଇଥିବା ବେଳେ ମାସ୍କ ଏବଂ ସାନିଟାଇଜିଂ କିଟ୍ ମଧ୍ୟ ବଣ୍ଟନ କରାଯାଇଥିଲା । ଏଥିରେ ସରିତା ଦାସ, ନୂତନ ଦାସ, ମମତା ଜେନା, ନୂତନ ସେନ୍ଦ୍ରିିଆ, ଶ୍ରାବଣୀ ମେହେର, ପ୍ରିୟଙ୍କା ତ୍ରିପାଠୀ, ଜଗଡମ୍ବା ନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.