om academy

ଶ୍ରମିକ ଶକ୍ତି ସଂଘ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ

jsm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଶ୍ରମିକ ଶକ୍ତି ସଂଘ ତରଫରୁ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର କାର୍ଯ୍ୟ ପରିସର ଗ୍ରାମଗୁଡିକରେ ‘ସ୍ୱଛତା ହିଁ ସେବା’ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଅବସରରେ ଗ୍ରାମକୁ ସ୍ୱଚ୍ଛ ରଖିବା ପାଇଁ ଶପଥ ପାଠ କରିବା ସଂଗେ ସଂଗେ ପରିବେଶ ସୁରକ୍ଷା ଉପରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା । ଶ୍ରମିକ ଶକ୍ତି ସଂଘ ପ୍ରୋଗ୍ରାମ ମେନେଜର ଗୁରୁ ଗୋବିନ୍ଦ ସିଂହ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିବା ସ୍ଥଳେ ସତ୍ୟ, ଯୁଗରାଜ, ମଦନ, ଭାରତି ଓ ମହିଳା ସାମୁକ୍ଷ୍ୟ ଫାର୍ମର୍ସ ପ୍ରଡୁସର କମ୍ପାନୀର ବୋର୍ଡ ଅଫ୍ ଡାଇରେକ୍ଟର ଶ୍ରୀମତୀ କୁମୁଦିନୀ ସାହୁ ସହଯୋଗ କରିଥିଲେ ।

Leave A Reply

Your email address will not be published.