pakka

ଭୋଗରାଇ ଏଆଇୟୁଟିୟୁସି ପକ୍ଷରୁ ଚନ୍ଦନେଶ୍ୱର ନେତାଜୀ ପବ୍ଲିକ ଲାଇବ୍ରେରୀ ହଲରେ ଜନସଭା ଆୟୋଜିତ

bbehera

ଭୋଗରାଇ, (ଶିବ ନାରାୟଣ ପାତ୍ର) : ଭୋଗରାଇ ଏଆଇୟୁଟିୟୁସି କେନ୍ଦ୍ରୀୟ ଶ୍ରମିକ ସଂଗଠନ ସହବନ୍ଧିତ ଓଡିଶା ମିଳିତ ନିର୍ମାଣ ସଂଗଠନ ଭୋଗରାଇ ଶାଖା ତରଫରୁ ଚନ୍ଦନେଶ୍ୱର ସ୍ଥିତ ନେତାଜୀ ପବ୍ଲିକ ଲାଇବ୍ରେରୀ ହଲରେ ଜନସଭା ଆୟୋଜିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଓଡିଶା ମିଳିତ ନିର୍ମାଣ ସଂଗଠନର ସଭାପତି ନିରାକାର ପାଣ୍ଡବ ଯୋଗ ଦେଇଥିଲେ । ସଭାକୁ ପରିଚାଳନା କରିଥିଲେ ସଂପାଦକ ଗୁଣଧର ମହାନ୍ତି । ସଭାରେ ଏଆଇୟୁଟିୟୁସି ରାଜ୍ୟ କମିଟି ସଦସ୍ୟ ଉମାକାନ୍ତ ଦାଶଙ୍କ ସହ ପାଚିକା ଅଙ୍ଗନୱାଡି କର୍ମୀମାନେ ଯୋଗ ଦେଇଥିଲେ ।

jay balangir
Leave A Reply

Your email address will not be published.

four × 5 =