pakka

ଛତ୍ରପୁରର ରାଜାଘର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରରେ ନେତ୍ରଉତ୍ସବ ଓ ନବଯୌବନ ଦର୍ଶନ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ରାଜାଘର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରରେ ଗତକାଲି ସନ୍ଧ୍ୟାରେ ନେତ୍ରଉତ୍ସବ ଓ ନବଯୌବନ ଦର୍ଶନ ଶୃଙ୍ଖଳିତ ଭାବେ ସମାହିତ ହୋଇଯାଇଛି । ଅଗଣିତ ଭକ୍ତଙ୍କ ସମାବେଶରେ ମନୋରଞ୍ଜନ କାର୍ଯ୍ୟକ୍ରମ ଅବସରରେ ଆଞ୍ଚଳିକ ମିଳିତ ସାଂସ୍କୃତିକ ସଂଗଠନ ପକ୍ଷରୁ ବିବିଧ ସାଂସ୍କୃତିକ ସନ୍ଧ୍ୟା ପରିବେଷଣ ହୋଇ ଭକ୍ତିମୟ ପରିବେଶ ମଧ୍ୟରେ ସ୍ଥାନଟି ଉତ୍ସବମୁଖର ହୋଇ ଉଠିଥିଲା ।

jay balangir
Leave A Reply

Your email address will not be published.

seven + ten =

error: Content is protected !!