pakka

ଢ଼ାବାରୁ ମଦ ଜବତ, ଜଣେ ଗିରଫ

bbehera

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ଥାନା ଭରସୁଜା ସ୍ଥିତ ଏକ ଢ଼ାବାରୁ ପୋଲିସ ୧୪ଟି କିଙ୍ଗ୍‌ଫିସର୍‌ ବିଅର୍ ଓ ୫୮ଟି ଦେଶୀ ପାଉଚ ମଦ ଜବତ କରିଛି । ଏହି ଘଟଣାରେ ପୋଲିସ ବିହାର ଔରଙ୍ଗାବାଦର ସନ୍ଦୀପ ପ୍ରସାଦ ନାମକ ବ୍ୟକ୍ତିଙ୍କୁ ଗିରଫ କରିବା ସହିତ ପିଏସ୍‌ କେସ୍‌ ନଂ – ୪୫/୨୦୨୪ ୟୁ/ଏସ୍‌ ୫୨(ଏ)ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଆଇଆଇସି ବାସୁଦେବ ଭୋଇ ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

two × three =