pakka

ଧରାପଡିଲା ହେରୋଇନ୍‌ କାରବାରର ମାଷ୍ଟର ମାଇଣ୍ଡ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପଶ୍ଚିମବଙ୍ଗ ବର୍ଦ୍ଧମାନରେ ୬୫ କୋଟି ଟଙ୍କାର ହେରୋଇନ୍‌ ଜବତ ଘଟଣାରେ ସଂପୃକ୍ତ ମାଷ୍ଟର ମାଇଣ୍ଡ ଲାଲନ୍‌ ସାହା ଧରାପଡିଥିବା ଜଣାପଡିଛି । ସୂଚନା ଅନୁସାରେ ଜଳେଶ୍ୱରରୁ ସମ୍ପୃକ୍ତ ଅଭିଯୁକ୍ତ ସ୍ପେସାଲ ଟାକ୍ସ ଫୋର୍ସ ଟିମ୍‌ ଦ୍ୱାରା ଗିରଫ ହୋଇଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

17 + thirteen =

error: Content is protected !!