pakka

ବଲାଙ୍ଗିର ଜିଲ୍ଲା ଘୋରୋଇ ବସ୍‌ ମାଲିକ ସଂଘର ନୂତନ ସଭାପତି ହେଲେ ବରିଷ୍ଠ ବିଜେଡି ନେତା ଦୁର୍ଗା ଚରଣ ବେହେରା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବରିଷ୍ଠ ବିଜେଡି ନେତା ଦୁର୍ଗା ଚରଣ ବେହେରା ବଲାଙ୍ଗିର ଜିଲ୍ଲା ଘୋରୋଇ ବସ୍‌ ମାଲିକ ସଂଘର ନୂତନ ସଭାପତି ହୋଇଛନ୍ତି । ସୂଚନା ଅନୁସାରେ ଆସନ୍ତା ୨୪ ତାରିଖ ଦିନ ଜିଲ୍ଲା ଘୋରୋଇ ବସ୍‌ ମାଲିକ ସଂଘର ନିର୍ବାଚନ ହେବାକୁ ଥିବା ବେଳେ ଏଥିପାଇଁ ନାମାଙ୍କନ ଦାଖଲ ହୋଇଛି । ତେବେ ଏହି ପଦବୀ ପାଇଁ କେବଳ ବିଜେଡିର ବରିଷ୍ଠ ନେତା ଶ୍ରୀ ବେହେରାଙ୍କ ନାମାଙ୍କନ ପତ୍ର ଦାଖଲ ହୋଇଥିବା ଯୋଗୁଁ ସେ ନୂତନ ସଭାପତି ହେବା ସ୍ପଷ୍ଟ ହୋଇଯାଇଛି । ଆସନ୍ତା ୨୪ ତାରିଖ ଦିନ ବିଦ୍ଧିବଦ୍ଧ ଭାବେରେ ଏହା ଘୋଷଣା ହେବ ବୋଲି ସୂଚନା ରହିଛି ।

jay balangir
Leave A Reply

Your email address will not be published.

two × one =

error: Content is protected !!