ଦେଓଗାଁ ବ୍ଲକରେ ୧୬ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଦିନ ଦେଓଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୧୬ଜଣଙ୍କ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଆସିଥିବା ରିପୋର୍ଟରେ ଦେଓଗାଁ ବ୍ଲକର କୁତୁର୍ଲା ପଞ୍ଚାୟତରେ ୪ଜଣ, ଗୁଡ଼ଖାପଲା ପଞ୍ଚାୟତରେ ୩ଜଣ, ଧଣ୍ଡାମାଲ, ଜରାସିଂହା, ମହଲାଇ, ସାଲେପାଲି ପଞ୍ଚାୟତରେ ୨ଜଣ ଲେଖାଏଁ ଓ ସାରସମାଲ ପଞ୍ଚାୟତରେ ଜଣେ କରୋନା ରୋଗୀ ଚିହ୍ନଟ ହେଇଥିବାର ସରକାରୀ ରିପୋର୍ଟ ଆସିଛି ।

Leave A Reply

Your email address will not be published.

5 + 10 =

error: Content is protected !!