jsm

ସ୍ୱେଚ୍ଛାସେବୀ ସଙ୍ଗଠନର ଏବିସିଡି ପକ୍ଷରୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବିସିଡି ତରଫରୁ ସଭାପତି ଅନିଲ ବେହେରା, ସମ୍ପାଦକ ରଘୁନାଥ ପୁରୀ, ସହ ସମ୍ପାଦକ ପ୍ରତାପ ନାଥ, ଶାନ୍ତସଂଗ୍ରାମ ଭୋଇ, ସହଦେବ ମେହେର, ଅମୀୟ ପୁରୋହିତ, ସୁରେଶ ମିଶ୍ର, ରବିନ୍ଦ୍ର ଦାଶ, ସମ୍ପଦ ସାହୁ, ସରୋଜ ଦାନି, ସରୋଜ ଯୋଶୀ, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଜ୍ଞାନ ଓ ସାଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ପଦ୍ମପୁର ଉପଖଣ୍ଡ ଡାକ୍ତର ଖାନାରେ ୩୦୦ ସହ ଶଯ୍ୟା ବିଶିଷ୍ଠ ହାଇଟେକ ଡାକ୍ତର ଖାନା ଓ ଏକ ମେଡିକାଲ କଲେଜ ପାଇଁ ଅତିଶୀଘ୍ର ପଦକ୍ଷେପ ନେବାପାଇଁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏ ବିଷୟରେ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ଶ୍ରୀ ମହାଲିଙ୍ଗ କହିଥିଲେ ।

yuvodaya
Leave A Reply

Your email address will not be published.