pakka

ସରକାରୀ ଜାଗାରୁ ଜବର୍‌ ଦଖଲ୍‌ ହଟାଇବାକୁ ଗ୍ରାମବାସୀଙ୍କ ଦାବୀ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ଜାମ୍‌ସର୍‌ ଗାଁର ଲୋକେ ଆଜି ପୁଇଁତଲା ଥାନାକୁ ଅଭିଯୋଗ ନେଇ ଆସିଥିବା ଦେଖିବାକୁ ମିଳିଛି । ସେମାନଙ୍କ କହିବା ଅନୁସାରେ ତାଙ୍କ ଗାଁରେ ଗୋଟିଏ ସରକାରୀ ଜାଗା ରହିଥିବା ବେଳେ ସେଠାରେ କ୍ଲବ ଘର ତିଆରି ପାଇଁ ଗାଁର ଯୁବକମାନେ ଇଚ୍ଛା ପ୍ରକାଶ କରିଥିଲେ । କିନ୍ତୁ ସେହି ସ୍ଥାନକୁ ଗାଁର ରାମକୁମାର ନାମକ ଜଣେ ବ୍ୟକ୍ତି ଜବର୍‌ଦଖଲ୍‌ କରି ରଖିଛି । ତେବେ ସେହି ସରକାରୀ ଜାଗାରୁ ଜବର୍‌ ଦଖଲ୍‌ ହଟାଇବାକୁ ଗ୍ରାମବାସୀ ପୁଇଁତଲା ଥାନାରେ ଦାବୀ କରିଛନ୍ତି ।

jay balangir
Leave A Reply

Your email address will not be published.

twenty + nineteen =