ବଲାଙ୍ଗିର ଜିଲ୍ଲାରେ ଗତ ୨୪ ଘଂଟାରେ ୨୧୭ କରୋନା ସଂକ୍ରମିତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଗତ ୨୪ ଘଂଟାରେ ୨୧୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ମଧ୍ୟ ସଂକ୍ରମଣ ଗ୍ରାଫ୍‌ ସାମାନ୍ୟ ଖସିଛି । ତଥାପି ସଚେତନତାର ଆବଶ୍ୟକତା ରହିଛି । କୋଭିଡ ଗାଇଡ଼ ଲାଇନ ସମସ୍ତେ ମାନି ଚଳନ୍ତୁ ।

Leave A Reply

Your email address will not be published.

12 − 2 =