pakka

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ଭରସୁଜା ଗ୍ରା.ପ.ରୁ ୧ ଜଣ, ବଲାଙ୍ଗିର ବ୍ଲକ ଶିବତଲା ଗ୍ରା.ପ.ରୁ ୧ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ ୨, ୨୧, ୧୪, ୧୦ରୁ ଜଣେ ଲେଖାଏଁ, ବଙ୍ଗୋମୁଣ୍ଡା ବ୍ଲକ ବିରିପାଲି ଗ୍ରା.ପ.ରୁ ୧ ଜଣ, ଦେଓଗାଁ ବ୍ଲକ ଦେଓଗାଁ ଗ୍ରା.ପ.ରୁ ୨ ଜଣ, ଉଡାର ଗ୍ରା.ପ.ରୁ ୨ ଜଣ, ଜରାସିଂହା ଗ୍ରା.ପ.ରୁ ୧ ଜଣ, ଗୁଡଭେଲା ବ୍ଲକ ତୁଷୁରା ଗ୍ରା.ପ.ରୁ ୧ ଜଣ, ଲୋଇସିଂହା ବ୍ଲକ ରେଙ୍ଗାଲି ଗ୍ରା.ପ.ରୁ ୧ ଜଣ, ମୁରିବାହାଲ ବ୍ଲକ ସିରୋଲ ଗ୍ରା.ପ.ରୁ ୧ ଜଣ, ପାଟଣାଗଡ ବ୍ଲକ ଘସିଏନ୍‌ ଗ୍ରା.ପ.ରୁ ୧ ଜଣ, ପୁଇଁନ୍ତଲା ବ୍ଲକ ପୁଇଁନ୍ତଲା ଗ୍ରା.ପ.ରୁ ୧ ଜଣ, ସଇଁନ୍ତଲା ବ୍ଲକ ଝିଙ୍କିଡୁଙ୍ଗୁରି ଗ୍ରା.ପ.ରୁ ୧ ଜଣ, ବୁଡାବାହାଲ ଗ୍ରା.ପ.ରୁ ୧ ଜଣ, ଡୁଙ୍ଗୁରିପାଲି ଗ୍ରା.ପ.ରୁ ୧ ଜଣ, ଟିଟିଲାଗଡ ବ୍ଲକ ଖୋଲାନ ଗ୍ରା.ପ.ରୁ ୧ ଜଣ, ଟିଟିଲାଗଡ ମ୍ୟୁନିସିପାଲିଟି ୱାର୍ଡ ନଂ ୧୦ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

4 × 5 =