ସାଢେ ୬ ଫୁଟ୍‌ର ଚନ୍ଦ୍ରବୋଡ଼ା ବିଷାକ୍ତ ସାପ

ବାରିପଦା : ବାରିପଦା ସହରରେ ଏକ ବିଷାକ୍ତ ସାଢେ ୬ ଫୁଟ୍‌ ଲମ୍ବର ସାପ ଧରାଯାଇଛି । ସୂଚନା ଅନୁସାରେ ବାରିପଦା ସହରର ଏକ ଦୋକାନ ଭିତରରେ ସାଢେ ୬ ଫୁଟ୍‌ର ଏକ ବିଷାକ୍ତ ଚନ୍ଦ୍ରବୋଡା ସାପ ବାହରିବା ପରେ ଏକ ଯୁବ ସାପ ଧରାଳିଙ୍କୁ ଡାକି ସାପକୁ ଧରା ଯାଇଥିଲା । ଯୁବ ସାପ ଧରାଳି କୃଷ୍ଣଚନ୍ଦ୍ର ଗୋଛାୟତ ସାପକୁ ଧରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିଲେ ବୋଲି ଖବରରେ କୁହାଯାଇଛି ।

Leave A Reply

Your email address will not be published.