ପୁଣି ଚୀନ୍‌କୁ ବଡ ଝଟ୍‌କା ଦେଲେ ମୋଦୀ

ନୂଆଦିଲ୍ଲୀ : ମୋଦୀ ସରକାର ପୁଣି ଏକ ନୂଆ ପଦକ୍ଷେପ ନେଇଛନ୍ତି । ଦେଶରେ ପ୍ରସ୍ତୁତ ହେଉଥିବା ସାମାଗ୍ରୀକୁ ପ୍ରତ୍ସୋହନ ଦେବା ଉଦ୍ଦେଶ୍ୟରେ ଚୀନରୁ ଆମଦାନୀ ହେଉଥିବା ଏୟାର କଣ୍ଡିସନର୍‌(ଏସି) ଏବଂ ରେଫ୍ରିଜେଟର୍‌ ଉପରେ ରୋକ ଲଗାଇଛନ୍ତି । ତେବେ ଭାରତ ଚୀନରୁ ଏୟାର କଣ୍ଡିସନର୍‌(ଏସି) ଏବଂ ରେଫ୍ରିଜେଟର୍‌ ୨୮% ଆମଦାନୀ କରୁଥିବା ବେଳେ ଏହାର ମୋଟ ବଜାର ଦର ୪୦ ହଜାର କୋଟି ହୋଇଥିବାରୁ ଏହା ଚୀନ ପାଇଁ ବଡ ଝଟ୍‌କା ବୋଲି ଜଣାପଡିଛି ।

Leave A Reply

Your email address will not be published.