ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀର ଜୋନ୍ ନଂ ୧୨, ୧୩, ୨୨ ଏବଂ ୨୩ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କଲେ ବିଜେପି ମହିଳା ମୋର୍ଚ୍ଚାର ୪ ନେତ୍ରୀ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀର ଜୋନ୍ ନଂ ୧୨, ୧୩, ୨୨ ଏବଂ ୨୩ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ବିଜେପି ମହିଳା ମୋର୍ଚ୍ଚାର ୪ ନେତ୍ରୀ । ତେବେ ୧୨ ନଂ ଜୋନ ପାଇଁ ତୁଲାନ୍ଦ୍ରି କୁଅଁର, ୧୩ ନଂ ଜୋନ ପାଇଁ, ଜୟାକୁମାରୀ ସେଠ, ୨୨ ନଂ ଜୋନ ପାଇଁ ରୀତାରାଣୀ ସିହଦେଓ ଏବଂ ୨୩ ନଂ ପାଇଁ ସରିତା ଦୀପ ଭାରତୀୟ ଜନତା ପାର୍ଟି ତରଫରୁ ବଲାଙ୍ଗିର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

Leave A Reply

Your email address will not be published.