csstore

ବଙ୍ଗୋମୁଣ୍ଡା ସାହିତ୍ୟ କଳା ପରିଷଦର ଭୂମି ପୂଜନ

ବଙ୍ଗୋମୁଣ୍ଡା : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସାହିତ୍ୟ କଳାପରିଷଦର ଭୂମିପୁଜନ ହୋଇଯାଇଛି । ଏଥିରେ ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣୀ ସୁନାନୀ ମୁଖ୍ୟ ଅତିଥି ରୁପେ ଯୋଗଦାନ ଦେଇ ସାହିତ୍ୟ କଳା ପରିଷଦର ଭୂମି ପୁଜନ କରିଥିଲେ । ପରିଷଦର ସଭାପତି ଡ଼. ନାରାୟଣ ମିଶ୍ର, ଉପସଭାପତି ସୁରେଶ ଭୋଇ, ସାଧରଣ ସଂପାଦକ ନିଗମାନନ୍ଦ ଦାସ, କୋଷାଧ୍ୟକ୍ଷ ଆନନ୍ଦ କୁମାର ଅଗ୍ରୱାଲ, ସଂପାଦକ ରଶ୍ମି ରଞ୍ଜନ ପୁଟେଲ, ସଂସ୍କୃତିକ ସଂପାଦକ ରେଣୁ ରଜଂନ ବାଗ, ସଦସ୍ୟ ସୁଶାନ୍ତ ବେହେରା, ଦିପକ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତି ଥିଲେ ।

jayashree
Leave A Reply

Your email address will not be published.