jsm

ଗଣ୍ଡଗୋଳରୁ ଅଗ୍ନିକାଣ୍ଡ : କାରକୁ ପୋଡି ଦେଲେ ଦୁର୍ବୃତ୍ତ

csstore

ଖୋର୍ଦ୍ଧା : ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ କାଇପଦର ଗ୍ରାମ ପଞ୍ଚାୟତରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି । ସୂଚନା ଅନୁସାରେ କାଇପଦର ଗ୍ରାମପଞ୍ଚାୟତରେ ସରପଞ୍ଚ ପ୍ରାର୍ଥିନୀ ନଳିନୀ ଅରିଶଲ ସରପଞ୍ଚ ରୂପେ ନିର୍ବାଚିତ ହୋଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ କାଇପଦର ମଙ୍ଗଳା ମଣ୍ଡପ ନିକଟରେ ନିର୍ବାଚନରେ ହାରି ଯାଇଥିବା ରାଜଶ୍ରୀ ଚମ୍ପତି ରାୟଙ୍କ କର୍ମୀ ଏବଂ ଜିତିଥିବା ସରପଞ୍ଚଙ୍କ କର୍ମୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରେ କାଇପଦରର ଏକ ଫାର୍ମ ହାଉସ ନିକଟରେ ସେହି ଗ୍ରାମର ମାନସ ରଞ୍ଜନ ରାଉତରାୟଙ୍କ କାରଟିକୁ କେହି ଦୁର୍ବୁତ୍ତ ପୋଡିଦେଇଥିବା ଜଣାପଡ଼ିଛି । ଏନେଇ ମାନସ ଖୋର୍ଦ୍ଧା ସଦର ଥାନାରେ ଅଭିଯୋଗ କରିଛନ୍ତି ।

yuvodaya
Leave A Reply

Your email address will not be published.