pakka

ମିଥ୍ୟା ପ୍ରଚାର ବିରୋଧରେ ଥାନାରେ ଅଭିଯୋଗ କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

kalikesh

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅଗ୍ରଣୀ ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ନାମରେ ମିଥ୍ୟା ପ୍ରଚାର ସୋସିଆଲ ମିଡ଼ିଆରେ ହେଉଥିବାରୁ ସଂଗଠନ ଓ କର୍ମକର୍ତ୍ତାଙ୍କୁ ବଦନାମ କରିବା ଅଭିଯୋଗରେ ଫାଉଣ୍ଡେସନର ସଭାପତି ତଥା ରାଜ୍ୟ ସମାଜସେବୀ ମହାସଙ୍ଘର ଉପସଭାପତି ସୋମନାଥ ମିଶ୍ରଙ୍କ ସହ ସମସ୍ତ ସକ୍ରିୟ କର୍ମକର୍ତ୍ତା ଓ ଜିଲ୍ଲାର ବହୁତ ସାମାଜିକ ସଂଗଠନ ଓ ସାମାଜିକ କର୍ମୀ ଆଜି ବଲାଙ୍ଗିର ସହରାଞ୍ଚଳ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏହିଭଳି ଅସାମାଜିକ କାର୍ଯ୍ୟକୁ ରାଜ୍ୟ ସମାଜସେବୀ ମହାସଙ୍ଘ ଦୃଢ ନିନ୍ଦା କରିବା ସହ ଏହାର ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଛି ।

pp
Leave A Reply

Your email address will not be published.

nineteen − sixteen =