pakka

ଚାଉଲସୁଖା ଗ୍ରାମରେ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ସଚେତନତା ଅଭିଯାନ ନେଇ ଜିଲ୍ଲାପାଳଙ୍କ ସୂଚନା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ତୁରେକେଲା ବ୍ଲକର ଚାଉଲସୁଖା ଗ୍ରାମରେ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଏକ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଥିବା ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ଏହି ସଚେତନତା ଶିବିରରେ ଅନେକ ଚାଷୀ ଯୋଗ ଦେଇଥିବା ବେଳେ ଉପସ୍ଥିତ ବିଭାଗୀୟ ଅଧିକାରୀମାନେ ଚାଷୀମାନଙ୍କୁ ଦୁଗ୍ଧ ବିକାଶ ଏବଂ ବିଭିନ୍ନ ଯୋଜନାଗୁଡିକ ଉପରେ ସଚେତନ କରିଥିଲେ ।

Leave A Reply

Your email address will not be published.

2 + 9 =