ଦେଓଗାଁ ବ୍ଲକର ୨ ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କ ଅବସର ଗ୍ରହଣ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ୨ଟି ହାଇସ୍କୁଲ ଯଥା ଗୋପବନ୍ଧୁ ହାଇସ୍କୁଲ ସାଲେପାଲି ଓ ଶ୍ରୀରାମଚନ୍ଦ୍ର ହାଇସ୍କୁଲ କରୁଆଁଝରର ପ୍ରଧାନ ଶିକ୍ଷକ ଯଥାକ୍ରମେ ଶଶୀଭୂଷଣ ସାହୁ ଓ ଲୋକେଶ୍ୱର ପ୍ରଧାନ ଅବସର ଗ୍ରହଣ କରିଛନ୍ତି । ଶ୍ରୀ ସାହୁ ଗତ ୨୬/୫/୨୦୧୫ରେ ସାଲେପାଲି ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ ଯୋଗ ଦେଇଥିବା ବେଳେ ଶ୍ରୀ ପଧାନ ୧୫/୭/୧୯୮୫ ବିଜ୍ଞାନ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ ଓ ୧୩/ତ୍ତ୍ୱ୯/୨୦୧୦ରେ ଏହି ସ୍କୁଲର ସ୍ଥାୟୀ ପ୍ରଧାନ ଶକ୍ଷକ ଭାବେ ଦାୟିତ୍ୱ ନେଇଥିଲେ । ଉଭୟ ଶିକ୍ଷକଙ୍କ ସ୍କୁଲ ପ୍ରତି ମହତ ଅନୁଦାନ ଯୋଗୁଁ ଶିକ୍ଷାପ୍ରେମୀ ମହଲରେ ଦୁଃଖ ପ୍ରକାଶ ପାଇଛି । ଉଭୟ ସ୍କୁଲର ଶିକ୍ଷକ, ଶିକ୍ଷାପ୍ରେମୀ ମାନେ ପୃଥକ ପୃଥକ ଭାବେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା କରି ଶିକ୍ଷକମାନଙ୍କୁ ପାଛୋଟି ଘରକୁ ନେଇ ଯାଇଥିବା ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି ।

Leave A Reply

Your email address will not be published.

3 × four =