
ନୂଆଦିଲ୍ଲୀ : ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା । ୩ ପଦାର୍ଥ ବିଜ୍ଞାନୀଙ୍କୁ ମିଳିତ ଭାବେ ମିଳିବ ନୋବେଲ ପୁରସ୍କାର । ନୋବେଲ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ୩ ଜଣ ବିଜ୍ଞାନୀ ହେଲେ ଆଲେନ୍ ଆସ୍ପେକ୍ଟ, ଜନ୍ କ୍ଲଜର୍, ଆଣ୍ଟନ ଜେଲିଙ୍ଗର ।
Recover your password.
A password will be e-mailed to you.