୧୨ ମାଓବାଦୀଙ୍କ ଆତ୍ମସମର୍ପଣ

ବିଶାଖାପାଟଣା : ଓଡିଶା ସୀମାନ୍ତ ଆନ୍ଧ୍ରପ୍ରଦେଶ ସୀମାର ବିଶାଖାପାଟଣା ଜିଲ୍ଲାର ୨ଟି ଥାନାରେ ୧୨ଜଣ ମାଓବାଦୀ ଆତ୍ମ ସମର୍ପଣ କରିଥିବା ଖବର ମିଳିଛି । ଚିନ୍ତାପାଲି ଥାନା ନିକଟରେ ୫ ଜଣ ଏବଂ କୋୟୁରୁ ପୁଲିସ ନିକଟରେ ୭ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆନ୍ଧ୍ରପ୍ରଦେଶ ଏବଂ ଓଡିଶା ସୀମାରେ ଚାଲୁଥିବା ମାଓବାଦୀ ମାନଙ୍କର ମାଓ ସଂଗଠନରେ ଏମାନେ କାମ କରୁଥିଲେ । ଏମାନଙ୍କ ମଧ୍ୟରୁରେ ବହୁତ ଗୁଡାଏ ହାର୍ଡ କୋର୍ଡ ଥିବାବେଳେ ଏମାନଙ୍କ ନାମରେ ଅନେକ ଗୁଡିଏ ମାମଲା ବିଭିନ୍ନ ଥାନାରେ ରହିଛି ବୋଲି ବିଶାଖାପାଟଣାର ଗ୍ରାମାଂଚଳ ଏସ୍‌ପି କହିଛନ୍ତି ।

Leave A Reply

Your email address will not be published.