Browsing Category

ରାଜନୀତି

କରୋନା କାଳରେ ମାଗଣା ଖାଦ୍ୟ ମିଳୁଛି, ନକଲି ସମାଜବାଦୀମାନେ ଆପଣଙ୍କୁ ଭୋକିଲା ରଖିଦେବେ : ମୋଦୀ

ଲକ୍ଷ୍ନୌ : ବିରୋଧୀ ଦଳ ଗୁଜବ୍‌ ପ୍ରଚାର କରୁଥିବା ପ୍ରଧାନମନ୍ତ୍ରୀ ମୋଦୀ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ଆଖୁ ଚାଷୀଙ୍କ ବକେୟା ବର୍ଷ ବର୍ଷ ଧରି ଚାଲି ଆସୁଥିଲା । ଯୋଗୀ ସରକାର ପୁରୁଣା ଦେୟ ସମେତ ୧.୫ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଗତ ବର୍ଷର ବକେୟା ପରିଶୋଧ କରାଯାଇଛି ।
Read More...

ଉତ୍ତରପ୍ରଦେଶ ରାଜନୀତି : ବୋହୂ ଅପର୍ଣ୍ଣା ଶ୍ୱଶୁର ମୁଲାୟମ ସିଂ ଯାଦବଙ୍କଠାରୁ ଆଶୀର୍ବାଦ ନେଲେ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ରାଜନୀତିରେ ଏବେ ବିଭିନ୍ନ ପ୍ରକାର ଚିତ୍ର ଦେଖିବାକୁ ମିଳୁଛି । ଅପର୍ଣ୍ଣା ଯାଦବ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇ ଲକ୍ଷ୍ନୌକୁ ଫେରିବା ପରେ ସେ ତାଙ୍କ ଶ୍ୱଶୁର ମୁଲାୟମ ସିଂ ଯାଦବଙ୍କଠାରୁ ଆଶୀର୍ବାଦ ନେଇଛନ୍ତି । ନିକଟରେ ଅପର୍ଣ୍ଣା ଯାଦବ ବିଜେପିରେ ଯୋଗ ଦେଇଥିଲେ
Read More...

ଅପର୍ଣ୍ଣା ଯାଦବ ଦିଲ୍ଲୀରେ ପହଂଚିଲେ, ବିଜେପିରେ ଯୋଗଦାନ

ନୂଆଦିଲ୍ଲୀ : ଆଜି ଉତ୍ତରପ୍ରଦେଶ ରାଜନୀତିରେ ଏକ ବଡ଼ ଧରଣର ଅଶାନ୍ତ ବାତାବରଣ ସୃଷ୍ଟି ହେବାର ସମ୍ଭାବନା ରହିଛି । ବାସ୍ତବରେ ମୁଲାୟମ ସିଂ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ଆଜି ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅପର୍ଣ୍ଣା ଯାଦବ ବିଜେପିରେ ଯୋଗଦେବା
Read More...

ପ୍ରିୟଙ୍କା ଗାନ୍ଧୀଙ୍କ ବିବୃତ୍ତି ‘ମେ ଲଡ଼୍‌କି ହୁଁ, ଲଢ଼୍‌ ସକ୍‌ତି ହୁଁ’ର ଜବାବ ଦେଲା ମଧ୍ୟପ୍ରଦେଶ ବିଜେପି

ଭୋପାଳ : ମଧ୍ୟପ୍ରଦେଶ ବିଜେପି କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ବିବୃତ୍ତି ‘ମେ ଲଡ଼୍‌କି ହୁଁ, ଲଢ଼୍‌ ସକ୍‌ତି ହୁଁ' ଉପରେ ପ୍ରତିକ୍ରିୟା ଦେଇଛି । ବିଜେପି ରାଜ୍ୟ ସଭାପତି ବିି.ଡି. ଶର୍ମା କହିଛନ୍ତି ଯେ, ସେ ଲଢେ଼ଇ ବିଷୟରେ କହୁଛନ୍ତି । ବିଭାଜନ କର ଏବଂ ଲଢେ଼ଇ କର ।
Read More...

ସରପଞ୍ଚ ପଦବୀ ନିଲାମ୍‌କୁ ନେଇ ଚର୍ଚ୍ଚା : ତଦନ୍ତ ପାଇଁ ଅଂଟା ଭିଡ଼ିଛି ପ୍ରଶାସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରପଞ୍ଚ ପଦବୀ ନିଲାମ୍‌କୁ ନେଇ ଗାଁରୁ ସହର ଯାଏଁ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ତଦନ୍ତ ପାଇଁ ପ୍ରଶାସନ ଅଂଟା ଭିଡ଼ିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ପୁଇଁନ୍ତଲା ବ୍ଲକ୍‌ ବିଲେଇସର୍ଡା ପଞ୍ଚାୟତରେ ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଛି । ସ୍ଥାନୀୟ ଲୋକେ
Read More...

ବିଜେପିର ଜମାନତ୍‌ ସାଫ୍‌ କରିଦେବୁ, ଏହି ଲଢେ଼ଇରେ ଜଡିତ ଥିବା ସମସ୍ତଙ୍କୁ ଶୁଭେଚ୍ଛା : ଅଖିଳେଶ ଯାଦବ

ଲକ୍ଷ୍ନୌ : ଆଜି ଲକ୍ଷ୍ନୌରେ ଯୋଗୀ ସରକାର ଉପରେ ଅଖିଳେଶ ଯାଦବଙ୍କ ଜବର୍‌ଦସ୍ତ ବର୍ଷୁ ଥିବା ଦେଖିବାକୁ ମିଳିଛି । ରବିବାର ଦିନ ସମାଜବାଦି ପାର୍ଟି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଛି, ଯେଉଁଥିରେ ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ଦାରା ସିଂ ଚୌହାନ ସାଇକେଲରେ ସବାର ହୋଇଛନ୍ତି ।
Read More...

ସମାଜବାଦୀ ପାର୍ଟି ପାଇଁ ବଡ ଝଟ୍‌କା : ମୁଲାୟମ ସିଂଙ୍କ ସାନ ବୋହୂ ବିଜେପିରେ ଯୋଗ ଦେଇପାରନ୍ତି

ଲକ୍ଷ୍ନୌ : ଉତ୍ତରପ୍ରଦେଶ ନିର୍ବାଚନ ଆହୁରି ସର୍‌ଗରମ୍‌ ହେବାରେ ଲାଗିଛି । ଆଜି ଏକ ବଡ଼ ଧରଣର ଅଘଟଣ ଘଟାଇପାରେ । ସମାଜବାଦୀ ପାର୍ଟିକୁ ଲାଗିପାରେ ବଡ ଝଟ୍‌କା । ଖବର ଆସୁଛି ଯେ, ମୁଲାୟମ ସିଂ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ବିଜେପିରେ ଯୋଗଦେବାକୁ ଯାଉଛନ୍ତି । ରବିବାର ସକାଳେ
Read More...

ୟୁପିରେ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କଲା : ୧୦୭ ପ୍ରାର୍ଥୀ ଘୋଷଣା, ଗୋରେଖପୁର ସହରରୁ ସିଏମ୍‌ ଯୋଗୀ…

ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଗୋରେଖପୁର ସହରରୁ ସିଏମ ଯୋଗୀ ଲଢ଼ିବେ । ପ୍ରଥମ ତାଲିକାରେ ମୋଟ ୧୦୭ ପ୍ରାର୍ଥୀଙ୍କ ନାମ ବିଜେପି ଘୋଷଣା କରିଛି । ୧୦୭ ଟି ମଧ୍ୟରୁ ୬୩ ଟି ଆସନରେ ବସିଥିବା ବିଧାୟକଙ୍କ
Read More...

କଂଗ୍ରେସ ନେତା ଉଦିତ ରାଜଙ୍କ ବିବାଦୀୟ ଟୁଇଟ୍‌ : କହିଲେ, ପ୍ରଧାନମନ୍ତ୍ରୀ ମୋଦୀ କ୍ଷମତା ପାଇଁ ପୁଲୱାମା ଘଟଣା…

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାକୁ ନେଇ କଂଗ୍ରେସ ନେତା ଉଦିତ ରାଜ ଏକ ବିବାଦୀୟ ଟୁଇଟ୍ କରିଛନ୍ତି । କ୍ଷମତାର କ୍ଷୁଧା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ପୁଲୱାମା ଘଟଣା ଘଟାଇଛନ୍ତି ବୋଲି ଉଦିତ ରାଜ ଟ୍ୱିଟ୍ କରିଛନ୍ତି । ଏହା ଉପରେ ବିଜେପି ମଧ୍ୟ ଉଦିତ ରାଜଙ୍କୁ
Read More...

ଚାକିରୀ ଖୋଜୁଥିବା ଲୋକଙ୍କୁ ଉତ୍ତରପ୍ରଦେଶ ସରକାର ଲାଠି ଦିଅନ୍ତି : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ଲକ୍ଷ୍‌ନୌରେ ଏକ ବିକ୍ଷୋଭକାରୀଙ୍କ ଗୋଷ୍ଠୀ ଉପରେ ପୋଲିସ ଲାଠି ମାଡ଼ ଅଭିଯୋଗର ଖବର ପାଇ କଂଗ୍ରେସ ନେତା ତଥା ପୂର୍ବତନ ଦଳର ସଭାପତି ରାହୁଲ ଗାନ୍ଧୀ ରବିବାର ଉତ୍ତରପ୍ରଦେଶ ସରକାରଙ୍କୁ ସମାଲୋଚନା କରିଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି ଯେ, ଯେତେବେଳେ ଭାରତୀୟ ଜନତା ପାର୍ଟି
Read More...