Browsing Category

ରାଜନୀତି

ମମତା ବାନାର୍ଜୀ କଂଗ୍ରେସକୁ ବାଦ୍‌ ଦେଇ ମିଳିତ ମଞ୍ଚ ଉପରେ ବିଚାର କରୁଛନ୍ତି, ଶିବସେନା ସାଂସଦ ସଞ୍ଜୟ ରାଉତ ଦାବୀ…

ମୁମ୍ବାଇ : ଶିବସେନା ସାଂସଦ ସଞ୍ଜୟ ରାଉତ ରବିବାର ଦିନ ଦାବୀ କରିଛନ୍ତି ଯେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଂଗ୍ରେସକୁ ବାଦ୍‌ ଦେଇ ମେଣ୍ଟ କରିବାକୁ ଚିନ୍ତା କରୁଛନ୍ତି । ଶିବସେନା ମୁଖପାତ୍ର ଶ୍ରୀ ରାଉତ 'ସାମନା'ରେ ତାଙ୍କର ସାପ୍ତାହିକ ସ୍ତମ୍ଭ 'ରୋକ୍‌ଠୋକ୍‌'ରେ ମଧ୍ୟ ଦାବୀ
Read More...

ମୋଦୀ ଜୀ, ଆପଣଙ୍କ ଉଦ୍ଦେଶ୍ୟ ଏବଂ ପରିବର୍ତ୍ତିତ ମନୋଭାବକୁ ବିଶ୍ୱାସ କରିବା କଷ୍ଟକର : ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ : ନିର୍ବାଚନରେ ​​ଆସୁଥିବା ପରାଜୟକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତିନୋଟି କେନ୍ଦ୍ରୀୟ କୃଷି ଆଇନକୁ ରଦ୍ଦ କରିବା ପାଇଁ ଘୋଷଣା କରିବା ପରେ ଶୁକ୍ରବାର ଦିନ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି । ସେ
Read More...

ସୋନିଆ ଗାନ୍ଧୀଙ୍କୁ ଭେଟିଲେ ଛତିଶଗଡ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ସିଂହଡେଓ : ଜୋର୍‌ ଧରିଛି ଚର୍ଚ୍ଚା

ନୂଆଦିଲ୍ଲୀ : ଛତିଶଗଡର ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ୍‌ ସିଂହଡେଓ ବୁଧବାର ଦିନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । ସୋନିଆ ଗାନ୍ଧୀଙ୍କ ସହ ସଂକ୍ଷିପ୍ତ ବାର୍ତ୍ତାଳାପ ପରେ ସିଂହଦେଓ ରାୟପୁରକୁ ଫେରିଥିଲେ ଏବଂ ସେଠାରେ କିଛି କହିବାକୁ ମନା କରିଦେଇଥିଲେ । ସେ
Read More...

ପଞ୍ଜାବ ନିର୍ବାଚନ ପୂର୍ବରୁ ଆପ୍‌କୁ ବଡ ଝଟ୍‌କା : ରୁପିନ୍ଦର କୌର ରୁବି ଛାଡିଲେ ପାର୍ଟି

ଚଣ୍ଡିଗଡ଼ : ପଞ୍ଜାବରେ ବିଧାନସଭା ନିର୍ବାଚନ ପାଇଁ ଆଉ ଅଳ୍ପ ସମୟ ବାକି ରହିଛି । ଏହି ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାଜ୍ୟବାସୀଙ୍କୁ ଆକର୍ଷିତ କରିବା ପାଇଁ ଅନେକ ବଡ଼ ବଡ଼ ପ୍ରତିଶୃତି ଦେଇଛନ୍ତି । ତଥାପି ପଞ୍ଜାବରେ
Read More...

କଂଗ୍ରେସ ଆରଜେଡିର ଗୁଲାମ୍‌ ନୁହେଁ, ସନ୍ଧ୍ୟା ସୁଦ୍ଧା ମେଣ୍ଟ ଭାଙ୍ଗିବାକୁ ନିଷ୍ପତ୍ତି ନିଆଯିବ : ଭକ୍ତ ଚରଣ ଦାସ

ପାଟନା : ବିହାରରେ ବିଧାନସଭା ଉପ-ନିର୍ବାଚନ ପାଇଁ ଦୁଇଟି ଆସନରେ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ଏବଂ କଂଗ୍ରେସ ଦଳ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । କଂଗ୍ରେସ ଦଳର ବିହାର ଦାୟିତ୍ୱରେ ଥିବା ଭକ୍ତ ଚରଣ ଦାସ ଏପରିକି କହିଛନ୍ତି ଯେ, କଂଗ୍ରେସ ଦଳ ବିହାରର ରାଷ୍ଟ୍ରୀୟ ଜନତା
Read More...

ପଶ୍ଚିମବଙ୍ଗ ହିଂସାକୁ ନେଇ ବିଜେପିର ଦେଶବ୍ୟାପୀ ଧାରଣା ଆସନ୍ତା ୫ରେ, ଟିଏମସି ବିରୋଧରେ ଅଭିଯୋଗ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ନିର୍ବାଚନରେ ​​ଟିଏମସିର ବମ୍ପର ବିଜୟ ସହିତ ରାଜ୍ୟର ଅନେକ ସ୍ଥାନରେ ରାଜନୈତିକ ହିଂସା ଖବର ଆସିଛି । ସେପଟେ ଟିଏମସି କର୍ମୀ ଏବଂ ସମର୍ଥକଙ୍କ ବିରୋଧରେ ବିଜେପି ଗୁରୁତର ଅଭିଯୋଗ ଆଣିଛି । ଓଡିଶାପରା, କୋଚ ବେହେରା, ସାମସପୁର, ପୁର୍ବ ବର୍ଦ୍ଧମାନ ସମେତ ଅନେକ
Read More...

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ : ଆଜି ପଂଚମ ପର୍ୟ୍ୟାୟ ମତଦାନ : ୪୫ଟି ଆସନରେ ଚାଲିଛି ମତଦାନ

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଆଜି ପଂଚମ ପର୍ୟ୍ୟାୟ ମତଦାନ ଜାରି ରହିଛି । ଏହି ପର୍ୟ୍ୟାୟରେ ମୋଟ୍ ୪୫ଟି ଆସନ ପାଇଁ ୩୧୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି । କଡା ସୁରକ୍ଷା ମଧ୍ୟରେ ମତଦାନ ଚାଲିଥିବା ବେଳେ ଭାରତୀୟ ନିର୍ବାଚନ କମିଶନ କରୋନା କଟକଣାକୁ କଡାକଡି ପାଳନ
Read More...

ପଶ୍ଚିମବଙ୍ଗରେ ବିଜେପିର ବିଜୟ ନିଶ୍ଚିତ : ନଡ୍‌ଡା

ନୂଆଦି‌ଲ୍ଲୀ : ବିଜେପି ଅଧ୍ୟକ୍ଷ ଜେପି ନ୍‌ଡଡା କହିଛନ୍ତି ଯେ, ଆମେ ପଶ୍ଚିମବଙ୍ଗରେ ସରକାର ଗଠନ କରିବାକୁ ଯାଉଛୁ ଏବଂ ଫଳାଫଳ ଆଶ୍ଚର୍ୟ୍ୟଜନକ ହେବ । ପଶ୍ଚିମବଙ୍ଗବାସୀ ମମତା ସରକାର ହଟାଇବାକୁ ଆଗ୍ରହୀ ଅଛନ୍ତି । ପ୍ରଥମ ଦୁଇଟି ପର୍ୟ୍ୟାୟରେ ଏହା ସ୍ପଷ୍ଟ ହୋଇଛି ଯେ, ଟିଏମସି ଚାଲିଯାଇଛି ଏବଂ
Read More...

ନିର୍ବାଚନ ମଇଦାନ : ଆସାମରେ ଅମିତ ଶାହାଙ୍କ ତିନୋଟି ରାଲି, ତାମିଲନାଡୁ ଏବଂ କେରଳରେ ଯୋଗୀ ଗର୍ଜିବେ

ନୂଆଦି‌ଲ୍ଲୀ : ପଶ୍ଚିମବଙ୍ଗ ଓ ଆସାମରେ ଦ୍ୱିତୀୟ ପର୍ୟ୍ୟାୟ ମତଦାନ ଗୁରୁବାର ଦିନ ଧାର୍ୟ୍ୟ କରାଯାଇଛି । ପଶ୍ଚିମବଙ୍ଗର ୩୦ ଟି ଆସନରେ ଭୋଟ୍ ଗ୍ରହଣ କରାଯିବ ଏବଂ ଆସାମରେ ୩୯ ଟି ସିଟ୍ ପାଇଁ ଭୋଟ୍ ଦିଆଯିବ । ଏହାପୂର୍ବରୁ ଏହି ରାଜ୍ୟଗୁଡ଼ିକରେ ନିର୍ବାଚନ ପ୍ରଚାର ମଙ୍ଗଳବାର ଶେଷ ହୋଇଥିଲା ।
Read More...

ରାକେଶ ଟିକାୟତଙ୍କ ନନ୍ଦିଗ୍ରାମରେ ଆବେଦନ- ବିଜେପିକୁ ଭୋଟ୍ ଦିଅନ୍ତୁ ନାହିଁ, ବଙ୍ଗାଲ ବଞ୍ଚାନ୍ତୁ

ନନ୍ଦିଗ୍ରାମ : ଭାରତ କିସାନ ୟୁନିଅନର ମୁଖପାତ୍ର ରାକେଶ ଟିକାୟତ ପଶ୍ଚିମବଙ୍ଗର ନିର୍ବାଚନୀ ମଇଦାନରେ ପହଞ୍ଚି ଭାରତ ସରକାରଙ୍କ ବିରୋଧରେ କୃଷି ଆଇନ ପ୍ରତ୍ୟାହାର ପାଇଁ ଆନ୍ଦୋଳନକୁ ଜୋରଦାର କରିଛନ୍ତି । ଏହି ନିର୍ବାଚନର ସବୁଠାରୁ ଲୋକପ୍ରିୟ ବିଧାନସଭା ନିର୍ବାଚନମଣ୍ଡଳୀ ନନ୍ଦିଗ୍ରାମରେ
Read More...