Browsing Category

ରାଜନୀତି

କୁମାର ବିଶ୍ୱାସଙ୍କ ଅଭିଯୋଗ ଉପରେ ଉତ୍ତର ରଖିଲେ କେଜ୍ରିୱାଲ : ମୁଁ ଦୁନିଆର ସବୁଠୁ ବଡ଼ ‘ସ୍ୱିଟ୍‌ ଆତଙ୍କବାଦୀ’

ଚଣ୍ଡିଗଡ଼ : ଆମ୍‌ ଆଦମୀ ପାର୍ଟି ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସମସ୍ତ ଭ୍ରଷ୍ଟାଚାରୀ ଆମ୍‌ ଆଦମୀ ପାର୍ଟିକୁ ପରାଜିତ କରିବା ପାଇଁ ଏବଂ ଭଗବନ୍ତଙ୍କୁ ସିଏମ୍‌ ହେବାରେ ପ୍ରତିବନ୍ଧକ ସୃଷ୍ଟି କରିବା ପାଇଁ ଏକତ୍ରୀତ
Read More...

ନିର୍ବାଚନ ଆଗରୁ ଲଖନ୍‌ପୁରରେ ଟଙ୍କା ବଣ୍ଟା ହୋଇଥିବା ଅଭିଯୋଗ ଆଣିଲା ବିଜେପି

ଝାରସୁଗୁଡ଼ା : ନିର୍ବାଚନ ଆଗରୁ ଲଖନ୍‌ପୁରରେ ଟଙ୍କା ବଣ୍ଟା ହୋଇଥିବା ଅଭିଯୋଗ ଆଣିଛି ବିଜେପି । ସିଧାସଳଖ ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ବିଜେପି ଫେରାଦ ହୋଇଛି ଜିଲ୍ଲାପାଳଙ୍କ ଠାରେ । ଲଖନ୍‌ପୁର ଅଞ୍ଚଳରେ ଶାସକ ଦଳର ହାତବାରିଶି ସାଜିଛି ପ୍ରଶାସନ ବୋଲି ମଧ୍ୟ ଅଭିଯୋଗ କରାଯାଇଛି । ତେବେ
Read More...

୧୫ ନମ୍ବର ଜୋନରେ ଚଳଚ୍ଚିତ୍ର ଅଭିନେତ୍ରୀ ପୁନମ ଓ ବିଧାୟକଙ୍କ ମାରାଥନ ପ୍ରଚାର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଆଗାମୀ ୨୦ତାରିଖରେ ଗଞ୍ଜାମ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରହିଥିବା ବେଳେ ନିର୍ବାଚନ ମଇଦାନ ସରଗରମ ହେବାରେ ଲାଗିଛି । ବୁଧବାର ୧୫ ନମ୍ବର ଜୋନରେ ଜିଲ୍ଲା ପରିଷଦ ପ୍ରାର୍ଥି ସନାତନ ବେହେରାଙ୍କ ପାଇଁ ବିଜେଡି ପକ୍ଷରୁ ମାରାଥନ ପ୍ରଚାର
Read More...

ତିନୋଟି ବୁଥରେ ମତଦାନ ସ୍ଥଗିତ

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକରେ ପ୍ରଥମ ପର୍ୟ୍ୟାୟରେ ଭୋଟ ଚାଲୁ ରହିଥିବା ବେଳେ ଭୋଟ କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ତିନୋଟି ବୁଥରେ ମତଦାନ ସ୍ଥଗିତ ରହିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଧର୍ମଶାଳା ବ୍ଲକର ଅରାବଳ ପଂଚାୟତରେ ଗୋଟିଏ ବୁଥ ଓ ଦେଓଦା ପଂଚାୟତର
Read More...

ୟୁପି ନିର୍ବାଚନ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୀତାପୁରରେ ବିରୋଧୀଙ୍କୁ ଭୟଙ୍କର ଆକ୍ରମଣ

ସୀତାପୁର : ୟୁପି ବିଧାନସଭା ନିର୍ବାଚନ ୨୦୨୨ରେ ତୃତୀୟ ପର୍ଯ୍ୟାୟ ପାଇଁ ନିର୍ବାଚନ ହେବାକୁ ଯାଉଛି । ବିଜେପିକୁ କ୍ଷମତାକୁ ଫେରାଇ ଆଣିବାକୁ ଚେଷ୍ଟା କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୀତାପୁରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି,
Read More...

କେଜ୍ରିୱାଲ୍‌ଙ୍କ ଭବିଷ୍ୟବାଣୀ- ସିଏମ୍‌ ଚନ୍ନୀ, ସିଦ୍ଧୁ ଏବଂ ମଜିଠିଆ ନିର୍ବାଚନରେ ହାରିବେ

ନୂଆଦିଲ୍ଲୀ : ଆମ୍‌ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଭବିଷ୍ୟବାଣୀ ଦେଇ କହିଛନ୍ତି, ପଂଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂହ ଚନ୍ନୀ, ପଂଜାବ ପ୍ରଦେଶ କଂଗ୍ରେସ ମୁଖ୍ୟ ନବଜୋତ୍‌ ସିଂହ ସିଦ୍ଧୁ ଏବଂ ଅକାଲି ନେତା ବିକ୍ରମ ମଜିଠିଆ ନିଜ ନିଜ ଆସନରେ
Read More...

ମନ୍ତ୍ରୀ ସୁଶାନ୍ତ ସିଂ ଓ ଟୁକୁନି ସାହୁଙ୍କ ଗାଡିକୁ ଅଣ୍ଡା ମାଡ଼

ସଇଁତଲା, (ପ୍ରମୋଦ କୁମାର ସେଲମା) : ଆଜି ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କରମତଲାଠାରେ ୩୦ ନମ୍ବର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନିର୍ବାଚନୀ ସଭାରେ ଯୋଗ ଦେବା ପାଇଁ ଆସୁଥିବା ବେଳେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ
Read More...

ବଲାଙ୍ଗିର ଜିଲ୍ଲା ପରିଷଦ ଜୋନ ନଂ.୨୩ର ବିଜେଡ଼ି ପ୍ରାର୍ଥିନୀଙ୍କ ପାଇଁ ପ୍ରଚାର କଲେ ଯୁବନେତା ଅର୍କେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପରିଷଦ ଜୋନ ନଂ.୨୩ର ବିଜେଡ଼ି ପ୍ରାର୍ଥିନୀଙ୍କ ପାଇଁ ଆଜି ପ୍ରଚାର କରିଛନ୍ତି ଯୁବନେତା ଅର୍କେଶ ନାରାୟଣ ସିଂହଦେଓ । ସୂଚନା ଅନୁସାରେ ବଲାଙ୍ଗିର ସଦର ବ୍ଲକ ଶିବତଲା ପଞ୍ଚାୟତରେ ଜିଲ୍ଲା ପରିଷଦ ଜୋନ ନଂ.୨୩ର ବିଜେଡ଼ି ପ୍ରାର୍ଥିନୀ ସଙ୍ଗୀତା
Read More...

ଦେଓଗାଁ ବ୍ଲକ ୧୩ନଂ ଜିଳ୍ଲା ପରିଷଦ ଜୋନ : ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ନାକଚ ପରେ ହେବ ଦ୍ଵିମୁଖି…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ୧୨ ଓ ୧୩ନଂ ଭାବେ ୨ଟି ଜିଲ୍ଲା ପରିଷଦ ଜୋନ । ହେଲେ ୧୨ନଂ ଜିଲ୍ଲା ପରିଷଦ ଜୋନ ଅପେକ୍ଷା ୧୩ନଂ ଜୋନ ରାଜନୀତି ପାଣିପାଗ ନିଆରା । ୧୩ନଂ ଜୋନରେ ଅଧିକ ସଂଖ୍ୟକ ଗାଁ, ଅଧିକ ଭୋଟର, ଅଧିକ ସଚେତନ ବ୍ୟକ୍ତି ଓ ସରକାରୀ କର୍ମଚାରୀ ସହ ବ୍ଲକ ସଦର
Read More...

ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ହାତେଇବାକୁ ତିନି ପ୍ରମୁଖ ଦଳର ଘମାଘୋଟ ପ୍ରୟାସ : ହେଭିୱେଟ୍‌ ନେତାଙ୍କ ଭିଡ଼ରେ କଂପୁଛି…

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଖେଇ ଆସୁଛି ନିର୍ବାଚନ ତିଥି । ଆହୁରି ଆହୁରି ଜୋର୍‌ ଧରିଛି ପ୍ରଚାର । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ହାତେଇବାକୁ ତିନି ପ୍ରମୁଖ ଦଳ ବିଜେପି, ବିଜେଡ଼ି ଏବଂ କଂଗ୍ରେସ ପକ୍ଷରୁ ଘମାଘୋଟ ପ୍ରୟାସ ଜାରି ରହିଥିବା ବେଳେ ହେଭିୱେଟ୍‌ ନେତାଙ୍କ ଭିଡ଼ରେ କଂପୁଛି
Read More...