pakka

ପଦ୍ମପୁର ଉପନିର୍ବାଚନ : ଅଷ୍ଟମ ରାଉଣ୍ଡ ସୁଦ୍ଧା ବିଜେଡି ଆଗରେ

l2

ପଦ୍ମପୁର, (କେପିଏନ୍‌ଏସ୍‌) : ପଦ୍ମପୁର ଉପନିର୍ବାଚନର ଭୋଟ ଗଣତି ଚାଲିଥିବା ବେଳେ ଅଷ୍ଟମ ରାଉଣ୍ଡ ପର୍ଯ୍ୟନ୍ତ ବିଜେଡି ଆଗୁଆ ଥିବା ସୂଚନା ମିଳିଛି । ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ଅଷ୍ଟମ ରାଉଣ୍ଡ ସୁଦ୍ଧା ୪୩୬୯୧ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୨୮୧୫୦ ଖଣ୍ଡ ଭୋଟ ପାଇଛନ୍ତି । କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ଅଷ୍ଟମ ରାଉଣ୍ଡ ସୁଦ୍ଧା ୧୬୩୪ ଖଣ୍ଡ ଭୋଟ ମିଳିଛି । ତେବେ ଅଷ୍ଟମ ରାଉଣ୍ଡ ସୁଦ୍ଧା ବିଜେଡି ୧୫୫୪୧ ଭୋଟରେ ଆଗୁଆ ରହିଛି ।

pp
Leave A Reply

Your email address will not be published.

four × 1 =