pakka

ପଦ୍ମପୁର ଉପନିର୍ବାଚନ : ପଞ୍ଚମ ରାଉଣ୍ଡ ସୁଦ୍ଧା ବିଜେଡି ଆଗରେ

bbehera

ପଦ୍ମପୁର, (କେପିଏନ୍‌ଏସ୍‌) : ପଦ୍ମପୁର ଉପନିର୍ବାଚନର ଭୋଟ ଗଣତି ଚାଲିଛି । ପଞ୍ଚମ ରାଉଣ୍ଡ ପର୍ଯ୍ୟନ୍ତ ବିଜେଡି ଆଗୁଆ ଥିବା ସୂଚନା ମିଳିଛି । ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ପଞ୍ଚମ ରାଉଣ୍ଡ ସୁଦ୍ଧା ୩୬୧୯୮ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୧୭୮୧୬ ଖଣ୍ଡ ଭୋଟ ପାଇଛନ୍ତି । କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ପଞ୍ଚମ ରାଉଣ୍ଡ ସୁଦ୍ଧା ୮୪୫ ଖଣ୍ଡ ଭୋଟ ମିଳିଛି । ତେବେ ପଞ୍ଚମ ରାଉଣ୍ଡ ସୁଦ୍ଧା ବିଜେଡି ୮୩୮୨ ଭୋଟରେ ଆଗୁଆ ରହିଛି ।

Leave A Reply

Your email address will not be published.

4 × 4 =