ପଦ୍ମପୁର ଉପନିର୍ବାଚନ : ନବମ ରାଉଣ୍ଡ ସୁଦ୍ଧା ୧୭,୪୪୫ ଭୋଟରେ ବିଜେଡି ଆଗରେ

ପଦ୍ମପୁର, (କେପିଏନ୍‌ଏସ୍‌) : ପଦ୍ମପୁର ଉପନିର୍ବାଚନର ଭୋଟ ଗଣତି ଚାଲିଥିବା ବେଳେ ନବମ ରାଉଣ୍ଡ ପର୍ଯ୍ୟନ୍ତ ବିଜେଡି ଆଗୁଆ ଥିବା ସୂଚନା ମିଳିଛି । ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ନବମ ରାଉଣ୍ଡ ସୁଦ୍ଧା ୪୮,୫୮୮ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୩୧,୧୪୩ ଖଣ୍ଡ ଭୋଟ ପାଇଛନ୍ତି । କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ନବମ ରାଉଣ୍ଡ ସୁଦ୍ଧା ୧୭୯୬ ଖଣ୍ଡ ଭୋଟ ମିଳିଛି । ତେବେ ନବମ ରାଉଣ୍ଡ ସୁଦ୍ଧା ବିଜେଡି ୧୭,୪୪୫ ଭୋଟରେ ଆଗୁଆ ରହିଛି ।

Leave A Reply

Your email address will not be published.

eighteen − 1 =