Browsing Category

ଓଡିଶା

ନିର୍ବାଚନ ଆୟୋଗଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ବିହାର ଓ ପଶ୍ଚିମବଙ୍ଗର ଏସଆଇଆର ନିଷ୍ପତ୍ତି ସର୍ବସମ୍ମତିକ୍ରମେ ନିଆଯାଇଥିଲା: ନିର୍ବାଚନ ଆୟୋଗ ନୂଆଦିଲ୍ଲୀ, (ପିଆଇବି) : ନୂଆଦିଲ୍ଲୀର ନିର୍ବାଚନ ସଦନରେ ଆଜି ଅପରାହ୍ଣ ୩ଟାରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଆଜିର ବୈଠକରେ ମୁଖ୍ୟ ନିର୍ବାଚନ…
Read More...

କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ

ପ୍ରସବ ପରେ ପ୍ରାଣ ହରାଇଲେ ମା’, ନବଜାତକୁ ଛାଡ଼ିଗଲେ ଆଦ୍ୟାଶା ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ୟା ସନ୍ତାନର ଆଗମନରେ ପରିବାରରେ ଖେଳିବାକୁ ଥିଲା ଖୁସିର ମାହୋଲ । ହେଲେ ଖୁସିର ସେହି କ୍ଷଣ ପରିଣତ ହେଲା ଶୋକରେ । ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ପ୍ରସବ ପରେ ଜଣେ…
Read More...

ରୋଟାରୀ କ୍ଲବ ପକ୍ଷରୁ ସୋନପୁରର ଦୁଇ ଶିକ୍ଷକଙ୍କୁ ‘ନେସନ ବିଲ୍ଡର ଆୱାର୍ଡ’

ଭୁବନେଶ୍ୱର, (ରାଜ କିଶୋର ତ୍ରିପାଠୀ) : ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ନୀଳାଦ୍ରି ପକ୍ଷରୁ ଆୟୋଜିତ 'ନେସନ ବିଲ୍ଡର ଆୱାର୍ଡ' ସମାରୋହରେ ସମ୍ମାନିତ ହେଲେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଳକ ଗଡ଼ିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୋଳଗୋବିନ୍ଦ ପଣ୍ଡା ଏବଂ…
Read More...

ହଳଦୀ କଲ୍ୟାଣ ମଣ୍ଡପରେ ମିଳିତ ଉତଥାନ ଉତ୍ପାଦକ କମ୍ପାନୀର ଷଷ୍ଠତମ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ କଲ୍ୟାଣ ମଣ୍ଡପଠାରେ ଶନିବାର ଦିନ ବିଓଡି ସଦସ୍ୟା ନମିତା ତାଣ୍ଡିଙ୍କ ସଭାପତିତ୍ୱରେ ତଥା ମମତା ଭୋଇ ଓ ପ୍ରମୋଦିନୀ ସାହୁଙ୍କ ଉପସ୍ଥିତିରେ ମିଳିତ ଉତଥାନ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ଼ର ଆର୍ଥିକ…
Read More...

ମୁରିବାହାଲ ବ୍ଲକ ଅଞ୍ଚଳରେ ପରମ୍ପରା, ଶ୍ରଦ୍ଧା ଓ ଭକ୍ତିର ସହ ଭାଗବତ ଜନ୍ମ ଉତ୍ସବ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳର ସମସ୍ତ ଧାର୍ମିକ ଅନୁଷ୍ଠାନରେ ଶ୍ରଦ୍ଧା, ପରମ୍ପରା ଓ ଭକ୍ତିର ସହ ପବିତ୍ର ଭାଗବତ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି । ପବିତ୍ର ଭାଗବତ ଜନ୍ମ ଉତ୍ସବ କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଓଡ଼ିଆ ଜନଜୀବନରେ ଭାଗବତ…
Read More...

ଗାଡ଼ିର ବ୍ୟାଟେରୀ ଚୋରି ଅଭିଯୋଗରେ ୨ ଗିରଫ : ୬ଟି ଚୋରା ବ୍ୟାଟେରୀ ଜବତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ ଛତ୍ରପୁର ବ୍ଲକ୍ ଚମାଖଣ୍ଡି ଥାନାରେ ଅଭିଯୋଗ କ୍ରମେ ବହୁଦିନ ଧରି ଗାଡ଼ିର ବ୍ୟାଟେରୀ ଚୋରି କରୁଥିବା ମାମଲାରେ ଚମାଖଣ୍ଡି ପୋଲିସ ୨ଜଣଙ୍କୁ ଗିରଫ କରିଛି । ସୂଚନା ଯୋଗ୍ୟ ଯେ, ସେହି ଦୁଇଜଣ ଅନେକ ଦିନରୁ ଗାଡ଼ିରୁ…
Read More...

କନକ ମଞ୍ଜରୀ ଇନଷ୍ଟିଟିୟୁଟ ଅଫ୍‌ ଫାର୍ମାସିଟିକାଲ ସାଇନସେସରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ୨୦୨୬ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଛେଣ୍ଡ ସ୍ଥିତ କନକ ମଞ୍ଜରୀ ଇନଷ୍ଟିଟିୟୁଟ ଅଫ୍‌ ଫାର୍ମାସିଷ୍ଟକାଲ ସାଇନସେସରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ୨୦୨୬ ଶୁକ୍ରବାର ଦିନ ଦିନତମାମ ପାଳିତ ହୋଇଯାଇଛି । ଇନଷ୍ଟିଟିୟୁଟର ଚେୟାରମ୍ୟାନ ଡ଼ଃ. ବିଶ୍ୱରଞ୍ଜନ ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ…
Read More...

ଜୁର୍ଲାକାନି ଛକରେ ହେଉ ଦେଓଗାଁ ବ୍ଲକସ୍ତରୀୟ ଷ୍ଟାଡିୟମ

ୟୁଥ୍ ଏକ୍ସନ୍ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଜୋର୍ ଧରିଲା ଦାବୀ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ୟୁଥ ଏକ୍ସନ କମିଟି ପକ୍ଷରୁ ଶନିବାର ଦିନ ନାଗେଶ୍ୱର କ୍ଲବରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୟୁଟ ଏକ୍ସନ କମିଟିର ସଭାପତି ଶବକ ବାରିକ, ବଣିକ…
Read More...

କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍‌

ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : ଗଞ୍ଜାମ-କନ୍ଧମାଳକୁ ସଂଯୋଗ କରୁଥିବା ଗୁରୁତ୍ୱପୂର୍ଣ୍ଣ କଳିଙ୍ଗା ଘାଟି ଏବେ ଭୂସ୍ଖଳନର ଗୁରୁତର ଝୁମ୍ପରେ । ଗତ କିଛିଦିନ ମଧ୍ୟରେ ଘାଟିରେ ଦୁଇ ଦୁଇଥର ଭୂସ୍ଖଳନ ହେବା ପରେ ରାସ୍ତା…
Read More...

ବାଇକ୍‌ର ଧକ୍କା ପରେ ବୋଲେରୋ ସହ ମୁହାଁମୁହିଁ ଧକ୍କା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଇକ୍‌ର ଧକ୍କା ପରେ ବୋଲେରୋ ସହ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ବାଇକ୍ ଚାଳକଙ୍କ ମୃତ୍ୟୁ । ଏଭଳି ଦୁର୍ଘଟଣା ଘଟିଛି ବଲାଙ୍ଗିର-ସୋନପୁର ରାସ୍ତାର ମଳମୁଣ୍ଡା ନିକଟରେ । ସୂଚନା ଅନୁସାରେ, ଜଣେ ବାଇକ୍ ଆରୋହୀ ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଧକ୍କା…
Read More...