Browsing Category
ଓଡିଶା
ପୋଲିସକୁ ଆକ୍ରମଣ ଓ ଅଟକ ରଖିବା ଘଟଣାରେ ୧୩ ଗିରଫ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସଦର ଥାନା ଅନ୍ତର୍ଗତ କୁକୁଡ଼ାଖଣ୍ଡି ହରିଜନ ସାହିରେ ଘଟିଥିବା ସଙ୍ଘବଦ୍ଧ ହିଂସା, ପୋଲିସ କାର୍ଯ୍ୟରେ ବାଧା ଓ ସରକାରୀ ସମ୍ପତ୍ତି ନଷ୍ଟ ଘଟଣାରେ ପୋଲିସ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରବିବାର ୧୩ ଜଣଙ୍କୁ ଗିରଫ କରିଛି । ସେପ୍ଟେମ୍ବର ୧୪!-->…
Read More...
Read More...
ପୁଇଁତଲା ବୀଣାପାଣି ହାଇସ୍କୁଲରେ ଭାଗବତ ଜନ୍ମ ଓ ଗଙ୍ଗାଧର ମେହେର ଜୟନ୍ତୀ ପାଳନ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ପକ୍ଷରୁ ବଲାଙ୍ଗିର ପୁଇଁତଲା ବୀଣାପାଣି ହାଇସ୍କୁଲରେ ଭାଗବତ ଜନ୍ମ ଏବଂ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ପରିଷଦର ସଭାପତି ଡ. ଭବାନୀ ଶଙ୍କର ପଟେଲଙ୍କ ସଭାପତିତ୍ୱରେ କାର୍ୟ୍ୟକ୍ରମଟି ସମ୍ପନ୍ନ!-->…
Read More...
Read More...
ପିପି ଏକାଡେମୀ ୮୯ ମ୍ୟାଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ପିପି ଏକାଡେମୀ ୮୯ ମ୍ୟାଟ୍ରିକ ବ୍ୟାଚ୍ ତରଫରୁ ସ୍ଥାନୀୟ ଲକି ମ୍ୟାରେଜ ମଣ୍ଡପ ଠାରେ ଏକ ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୯୮୯ ମସିହାରେ ପତିତପାବନ ଏକାଡେମୀ ମ୍ୟାଟ୍ରିକ୍ ପାସ୍ ଆଉଟ୍ ଛାତ୍ର!-->…
Read More...
Read More...
ଲକ୍ଷାଧିକ ଟଙ୍କାରେ ନିର୍ମିତ ଶୀତଳଭଣ୍ଡାର ଏବେ ନିଜେ ଶୀତଳ : ବର୍ଷବର୍ଷ ଧରି ଅଚଳ ଯନ୍ତ୍ରାଂଶ
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଚାଷୀଙ୍କ ଅମଳ ଫସଲକୁ ସୁରକ୍ଷିତ ରଖି ଉଚିତ ମୂଲ୍ୟ ଦେବାର ଲକ୍ଷ୍ୟ ନେଇ ନିର୍ମିତ ଶୀତଳଭଣ୍ଡାର ଏବେ ନିଜେ ଜରାଜୀର୍ଣ୍ଣ । ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ତିଆରି ହୋଇଥିବା ଏହି ସରକାରୀ ଭିତ୍ତିଭୂମି ବର୍ଷବର୍ଷ ଧରି ଅଚଳ ହୋଇ ପଡ଼ିରହିଛି । ମୂଲ୍ୟବାନ!-->…
Read More...
Read More...
‘ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍ ଓ ପିକ୍ଅପ୍ ଭ୍ୟାନ୍ ଜବତ, ୬ ଗିରଫ
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଚୋରା ଗଞ୍ଜେଇ ଚାଲାଣରେ ଏବେ ଅପରାଧୀଙ୍କ ନୂଆ ଚାଲ୍ । ପୁଲିସ ଓ ଅବକାରୀ ବିଭାଗର ନଜର ଏଡ଼ାଇବାକୁ ଆମ୍ବୁଲାନ୍ସକୁ ହିଁ କରାଯାଇଥିଲା ଗଞ୍ଜେଇ ଚାଲାଣର ମାଧ୍ୟମ । ହେଲେ ଅବକାରୀ ବିଭାଗର ମୋବାଇଲ୍ ଟିମ୍ର ତୀକ୍ଷ୍ଣ ନଜରରୁ ଖସିପାରିଲେ ନାହିଁ!-->…
Read More...
Read More...
କବିରାଜଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଗରିବ ଓ ଅସହାୟଙ୍କ ପାଇଁ ସରକାରଙ୍କ ଯୋଜନାର ଅଭାବ ନାହିଁ । ଆବାସଠାରୁ ଆରମ୍ଭ କରି ଭିନ୍ନକ୍ଷମ ଭତ୍ତା, ଖାଦ୍ୟ ସୁରକ୍ଷା ଓ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ସହାୟତା ଦିଆଯାଉଛି । ହେଲେ ଯୋଜନା ଥିଲେ ବି ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ତାହା!-->…
Read More...
Read More...
ବଲାଙ୍ଗିରରେ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ
ମାଟିର କଥା ହିଁ ଚିରନ୍ତନ ସାହିତ୍ୟ ସୃଷ୍ଟିର ଦ୍ୱେତକ ହୁଏ
ବଲାଙ୍ଗିର, (କେପିଏନ୍ଏସ୍) : ଓଡ଼ିଆ ଭାଷା ସାହିତ୍ୟ ସମୃଦ୍ଧ ହୋଇଛି ବିଭିନ୍ନ ପ୍ରାନ୍ତୀୟ ସାରସ୍ୱତ ସୃଷ୍ଟିର ସହଯୋଗରେ । କେନ୍ଦ୍ରାଞ୍ଚଳ ଅପେକ୍ଷା ଓଡ଼ିଶାର ଉପାନ୍ତ ଅଞ୍ଚଳ ବେଶୀ ସହଯୋଗ ଦେଇଛି ଓଡ଼ିଆ ଭାଷା ସାହିତ୍ୟର!-->!-->!-->…
Read More...
Read More...
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଚନ୍ଦନଭାଟି ଶିଶୁ ବାଟିକାର ମାତୃ କର୍ମଶାଳା ଅନୁଷ୍ଠିତ
ସଦରବ୍ଲକ, (ରାଜେଶ ଦଣ୍ଡସେନା) : ଆଜି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଚନ୍ଦନଭାଟିରେ ଶିଶୁ ବାଟିକା ବିଭାଗର ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କର୍ମଶାଳାର ଉଦଘାଟନୀ ସଭାରେ ସରସ୍ଵତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର, କଦମପଡାର ଶିଶୁ ବାଟିକା ପ୍ରମୁଖ ଶ୍ରୀମତୀ ବିଦ୍ୟୁତରେଖା କର ମୁଖ୍ୟ!-->…
Read More...
Read More...
“ଶହୀଦ୍ ମାଧୋ ସିଂ ସମ୍ମାନ୍”ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : "ଶହୀଦ୍ ମାଧୋ ସିଂ ସମ୍ମାନ୍"ରେ ସମ୍ମାନୀତ ହେଲେ ପୂର୍ବତନ ଜିଲ୍ଲାପାଳ ଡଃ. ନୃପରାଜ ସାହୁ । ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ (WOYM) ପକ୍ଷରୁ ଭୁବନେଶ୍ୱର ଉତ୍କଳ ମଣ୍ଡପ ଠାରେ ଆୟୋଜିତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମର ଏକ ଭବ୍ୟ ସମାରୋହରେ ଏହି!-->…
Read More...
Read More...
କଣ୍ଟାବାଞ୍ଜିରେ ଓଜେସିର ନୂଆଖାଇ ଭେଟଘାଟ
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) କଣ୍ଟାବାଞ୍ଜି ହୋଟେଲ ରୟାଲ ଟ୍ୟୁଲିପ୍ରେ ଓଜେସି ପକ୍ଷରୁ ଆୟୋଜିତ ହୋଇଥିଲା ନୂଆଖାଇ ଭେଟଘାଟ । ବଲାଙ୍ଗିର ଜିଲ୍ଲା ସଭାପତି ରୂପେଶ ବେହେରାଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ହୋଇଥିଲା । କାର୍ଯ୍ୟକ୍ରମରେ ଓଡ଼ିଶା ଜନତା କଂଗ୍ରେସର ସଭାପତି ମହମ୍ମଦ ମୁକିମ୍!-->…
Read More...
Read More...